ରାଷ୍ଟ୍ରୀୟ ଯୁବ ଦିବସର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 12 ଜାନୁଆରି (ହି.ସ.)- ରାଷ୍ଟ୍ରୀୟ ଯୁବ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିବଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ଭାରତୀୟ ଯୁବଶକ୍ତିର ସଶକ୍ତ ପ୍ରେରଣାସ୍ରୋତ ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କର ଜୟନ୍ତୀ ଅବସରରେ
ପିଏମ


ନୂଆଦିଲ୍ଲୀ, 12 ଜାନୁଆରି (ହି.ସ.)- ରାଷ୍ଟ୍ରୀୟ ଯୁବ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି । ଏନେଇ ସୋସିବଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ଭାରତୀୟ ଯୁବଶକ୍ତିର

ସଶକ୍ତ ପ୍ରେରଣାସ୍ରୋତ ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କର ଜୟନ୍ତୀ ଅବସରରେ ମୋର ଆଦରପୂର୍ଣ୍ଣ

ଶ୍ରଦ୍ଧାଞ୍ଜଳି। ତାଙ୍କର ବ୍ୟକ୍ତିତ୍ୱ ଓ କୃତିତ୍ୱ ବିକଶିତ ଭାରତର ସଙ୍କଳ୍ପରେ ନିରନ୍ତର ନୂତନ

ଶକ୍ତିର ସଞ୍ଚାର କରୁଛି। ମୋର କାମନା ଯେ, ରାଷ୍ଟ୍ରୀୟ ଯୁବ ଦିବସର ଏହି ଦିବ୍ୟ ଅବସର

ସମସ୍ତ ଦେଶବାସୀଙ୍କୁ, ବିଶେଷକରି ଆମ ଯୁବ ସାଥୀମାନଙ୍କୁ ନୂତନ

ଶକ୍ତି ଓ ନୂତନ ଆତ୍ମବିଶ୍ୱାସ ପ୍ରଦାନ କରୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande