କୁଖ୍ୟାତ ସ୍ନାଚର ଶଙ୍କର ରେଡି ଗିରଫ
ଭୁବନେଶ୍ୱର, 12 ଜାନୁଆରି (ହି.ସ.)- କୁଖ୍ୟାତ ସ୍ନାଚର ଶଙ୍କର ରେଡି ଗିରଫ । ଶଙ୍କର ସହ ସହଯୋଗୀ କୁନାଲ ବେହେରାକୁ ଗିରଫ କରିଛି ନାୟପଲ୍ଲୀ ଥାନା ପୋଲିସ୍ । ଗତକାଲି ଫ୍ଲାଓ୍ବାର ସୋ ଦେଖିବାକୁ ଆସିଥିବା ମହିଳା ଫୋନ ଯୋଗେ କଥା ହେଉଥିବା ବେଳେ ଏମାନେ ଦ୍ରୁତ ବେଗରେ ଆସି ମ
କୁଖ୍ୟାତ ସ୍ନାଚର ଶଙ୍କର ରେଡି     ଗିରଫ


ଭୁବନେଶ୍ୱର, 12 ଜାନୁଆରି (ହି.ସ.)- କୁଖ୍ୟାତ

ସ୍ନାଚର ଶଙ୍କର ରେଡି ଗିରଫ । ଶଙ୍କର ସହ ସହଯୋଗୀ କୁନାଲ ବେହେରାକୁ ଗିରଫ କରିଛି ନାୟପଲ୍ଲୀ

ଥାନା ପୋଲିସ୍ । ଗତକାଲି ଫ୍ଲାଓ୍ବାର ସୋ ଦେଖିବାକୁ ଆସିଥିବା ମହିଳା ଫୋନ ଯୋଗେ କଥା ହେଉଥିବା

ବେଳେ ଏମାନେ ଦ୍ରୁତ ବେଗରେ ଆସି ମୋବାଇଲ ଝାମ୍ପି ନେଇଥିଲେ‌। ନୟାପଲ୍ଲୀ ଥାନାରେ ରିପୋର୍ଟ ପରେ

ପୋଲିସ ଏମାନଙ୍କୁ ଗିରଫ କରିଛି । ଗତକାଲି ଏକାମ୍ର ପାର୍କ ସାମ୍ନାରୁ ଜଣେ ମହିଳାଙ୍କ ମୋବାଇଲ

ଝାମ୍ପି ଧରାପଡ଼ିଛନ୍ତି ଦୁଇଜଣ। ୧୦ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲାରେ ଗିରଫ ହୋଇଛି ଶଙ୍କର‌।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande