ଲୋହଡିର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ଲୋହଡିର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ପବିତ୍ର ପର୍ବ ଲୋହଡିର ହାର୍ଦ୍ଦିକ ଶୁଭକାମନା । ଏହି ଲୋକପର୍ବ ସ
ଲୋହଡି ଶୁଭେଚ୍ଛା


ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ଲୋହଡିର

ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ପବିତ୍ର ପର୍ବ ଲୋହଡିର ହାର୍ଦ୍ଦିକ ଶୁଭକାମନା

ଏହି ଲୋକପର୍ବ ସମସ୍ତଙ୍କ

ଜୀବନରେ ନୂଆ ଉର୍ଜା ଓ ଉତ୍ସାହର ସଂଚାର କରୁ ତଥା ସମାଜରେ ସୌହାର୍ଦ୍ଦ୍ୟ, ସମୃଦ୍ଧି ଓ ଖୁସିକୁ

ଆହୁରି ସୁଦୃଢ କରୁ, ଏହାହିଁ ମଙ୍ଗଳକାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande