
କେନ୍ଦ୍ରାପଡା ,୧୩ ଜାନୁଆର ି (ହି.ସ.)- କେନ୍ଦ୍ରାପଡ଼ା ଇଭେଂଟ ମ୍ୟାନେଜରର୍ଜ ପୁସ୍ତକେମଳା ଶ୍ରେଷ୍ଠ ସାହିତ୍ୟ ସମ୍ମାନ ସହରସ୍ଥ ମାଧପୁର ଗ୍ରାମର ବରିଷ୍ଠ କବୟିତ୍ରୀ ଓ କଥାକାର ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ତ୍ରେୟାବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକ ମେଳାରେ ସମ୍ମାନୀତ କରାଯାଇଛି । ଶ୍ରୀମତୀ ମହାନ୍ତି ଓଡ଼ିଆ ସାହିତ୍ୟେର ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ବ୍ୟାପୀ ନିରବଧୂ ଯୋଗଦାନ ନିମେନ୍ତ ‘ଶ୍ରାବଣୀ ସାହିତ୍ୟ ସଂସଦ'ଠାରୁ ଆରମ୍ଭ କରି େ‘ଗାକର୍ଣିକା କବିତା ସମ୍ମାନ’, ‘ଜାଗରୂକ ସମ୍ମାନ' ଓ ‘ରାଉରେକଲା ସାହିତ୍ୟ ଅନୁଷ୍ଠାନ' ପରି ଏକାଧିକ ଦାଣୀପୀଠ ରଚନା କରିଥିବାରୁ ସମ୍ମାନ ଓ ସ୍ୱୀକୃତି ଲାଭ କରିଛନ୍ତି। ସେହିପରି ଏକାଧିକ କାବ୍ୟ ଓ ଗଛଗ୍ରନ୍ଥ ସହ ମୌଳିକ ଉପନ୍ୟାସ ରଚନା କ୍ଷେତ୍ରେର ସୃଜନ ଦକ୍ଷତା ବେଶ୍ ସ୍ପଷ୍ଟ ଓ ପାଠକାଦୃତ ହୋଇଥେôଲ। ବେିଶଷକରି ନାରୀ ଜୀବନର ସୀମିତ ବଳୟ ମଧ୍ୟେର ବୃହତର ଆକାଂକ୍ଷାର ପ୍ରତେିବଦନ କରି ଓଡ଼ିଆ ସାହିତ୍ୟକୁ ଅବଦାନ ପାଇଁ ତ୍ରେୟାବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକେମଳା-୨୦୨୬ର ଉଦ୍ଯାପନ ଦିବସେର କେମ୍ର ସଭାପତି ଅକ୍ଷୟ ପାଣିଙ୍କ ସଭାପତିତ୍ୱେର ମୁଖ୍ୟ ଅତିଥି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ମୁଖ୍ୟବକ୍ତା ଆଲାସ୍କା ବିଶ୍ୱବିଦ୍ୟାଳୟ ପ୍ରେଫସର ଡଃ େଦେବନ୍ଦ୍ର କୁମାର ଦାସ, ସମ୍ମାନିତ ଅତିଥି ବରିଷ୍ଠ କବି ନିରାକାର ଦାସ , ସ୍ୱତନ୍ତ୍ର ଅତିଥି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ, ସମ୍ପାଦକ ଜାହିଦ ଖାନ ଯୋଗେଦଇ ଶ୍ରୀମତୀ ମହାନ୍ତିଙ୍କୁ ଏହି ସମ୍ମାନେର ସମ୍ମାନୀତ କରିଥେôଲ ।
--------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ