
କେନ୍ଦ୍ରାପଡା ,୧୩ ଜାନୁଆର ି (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଉତ୍ସବ ସଂନ୍ଧ୍ୟାରେ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ କେନ୍ଦ୍ରାପଡା ‘ଲ’କେଲଜ ଛକ ଶ୍ରୀ ବଳେଦବଜୀୟୁ ନାଟ୍ୟ ଓ ସଂସ୍କୃତି ଏକାଡେମୀର ନେିଦ୍ଦର୍ଶକ ଅଭିରାମ ନାୟକ ଓ ବରିଷ୍ଠ ନୃତ୍ୟଶିଳ୍ପୀ କୁମାରୀ ତପସ୍ୱିନୀ ନାୟକଙ୍କ ତତ୍ୱାବଧାନେର ନୃତ୍ୟ ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ପରିକଳ୍ପିତ ଷଢରିପୁ ଓଡିଶୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ଦଶର୍କ ମାନଙ୍କୁ ମନ୍ତ୍ର ମୁଗ୍ଧ କରେିଦଇଥିଲା । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମେର ନୃତ୍ୟ ଶିଳ୍ପୀ ରାକ୍ଷୀ ତ୍ରିପାଠୀ, ପୂର୍ଣ୍ଣିମା ତ୍ରୀପାଠୀ ଶିବାନୀ ମହାନ୍ତି, ଦେବସ୍ମିତା ଦାସ, ସୁନିତା ସାହୁ, ପୁଷ୍ପାରାଣୀ ନାୟକ, ସୁଦିପ୍ତା ମଲ୍ଲିକ, ସିମାଲି ମଲ୍ଲିକ, ସାଇ ଶ୍ରଦ୍ଧା ସେଠୀ, ଦେବାଂଶୀ ଦାସ, ଗୀତାଞ୍ଜଳୀ ସେଠୀ, ମାନସୀ ସାହୁ, ଲତିକା, ରେଶ୍ମା, ସ୍ନେହା, ଦେବସ୍ମିତା ପ୍ରଭୃତି ୩୦ଜଣ ଅଂଶ ଗ୍ରହଣ କରିଥେôଲ । ଜିଲ୍ଲା ପ୍ରସାଶନ ତରଫରୁ ନୃତ୍ୟ ଦଳକୁ ଉପେଢୌାକନ ଓ ସମ୍ମାନ ଜନକ ପ୍ରମାଣ ପତ୍ର ପ୍ରଦାନ ଜିଲ୍ଲା ସଂସ୍କୃତି ଅଧିକାରୀ ପୁରଷ୍କୃତ କରିଥେôଲ । ପରିଚାଳନା କ୍ଷେତ୍ରେର ଶିକ୍ଷକ ରଜତ କୁମାର ବାରିକ ଓ ସ୍ନେହଲତା ସିଂ ସହେଯାଗ କରିଥେôଲ । ପ୍ରକାଶ ଥାଉକି ଏହି ନୃତ୍ୟ ଦଳ ବହୁବାର ସରକାରଙ୍କ ତରଫରୁ ବିଭିନ୍ନ ରାଜ୍ୟେର ଏବଂ ଜାତୀୟ ସ୍ଥରେର ଶାସ୍ତ୍ରୀୟ ନୃତ୍ୟେର ବହୁବାର ସମ୍ମାନୀତ ହୋଇଆସୁଛନ୍ତି । ଉକ୍ତ ପ୍ରତିଷ୍ଠାନେର ପ୍ରତି ରବିବାର ପ୍ରଶିକ୍ଷଣ ଦିଆଯାଇ କେନ୍ଦ୍ରାପଡା ଜିଲ୍ଲୋର ବହୁ ଓଡିଶୀ ନୃତ୍ୟଶିଳ୍ପୀ ତିଆରୀ ହୋଇ କେନ୍ଦ୍ରାପଡା ର ସମ୍ମାନ ବୃଦ୍ଧି କରୁଛନ୍ତି ।
-------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ