ମକର ସଂକ୍ରାନ୍ତିରେ ସୁଦପଦାଠାରେ ବିରାଟ ହିନ୍ଦୁ ସମ୍ମେଳନ
ବଲାଙ୍ଗିର, 14 ଜାନୁଆରି (ହି.ସ.) - ବଲାଙ୍ଗିର ରାଷ୍ଟ୍ରୀୟ ସ୍ଵୟଂସେବକ ମାନଙ୍କ ଦ୍ଵାରା ସ୍ଥ୍ତାନୀୟ ସୁଦପଦା ଠାରେ ବୁଧବାର ମଧ୍ୟାହ୍ନ ରେ ବିରାଟ ହିନ୍ଦୁ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି । ଭୋରରୁ ଏକ ଭବ୍ୟ କଳସ ଶୋଭାଯାତ୍ରା ନଗର ପରିକ୍ରମା କରି ଉତ୍ସବ ସ୍ତରକୁ ମା ମାନେ କଳସ ମୁଣ୍ଡରେ ନେଇ ଆସିଥିଲେ.
ମକର ସଂକ୍ରାନ୍ତି ରେ ସୁଦ ପଦା ଠାରେ ବିରାଟ ହିନ୍ଦୁ ସମ୍ମେଳନ

ବଲାଙ୍ଗିର, 14 ଜାନୁଆରି (ହି.ସ.) - ବଲାଙ୍ଗିର ରାଷ୍ଟ୍ରୀୟ ସ୍ଵୟଂସେବକ ମାନଙ୍କ ଦ୍ଵାରା ସ୍ଥ୍ତାନୀୟ ସୁଦପଦା ଠାରେ ବୁଧବାର ମଧ୍ୟାହ୍ନ ରେ ବିରାଟ ହିନ୍ଦୁ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି । ଭୋରରୁ ଏକ ଭବ୍ୟ କଳସ ଶୋଭାଯାତ୍ରା ନଗର ପରିକ୍ରମା କରି ଉତ୍ସବ ସ୍ତରକୁ ମା ମାନେ କଳସ ମୁଣ୍ଡରେ ନେଇ ଆସିଥିଲେ. ଏଠାରେ ପାଞ୍ଚକୁଣ୍ଡିୟ ହୋମ ଓ ଜ୍ଞାନ ଯଜ୍ଞରେ ହିନ୍ଦୁ ଦେବାଦେବୀଙ୍କୁ ପୂଜନ ସହିତ ଦୀପ ଯଜ୍ଞ ହୋଇ ଥିଲା l ସମବେତ ନରନାରୀଙ୍କୁ ଶାସ୍ତ୍ର ଜ୍ଞାନ ଦିଆଯାଇଥିଲା. କାର୍ଯ୍ୟକ୍ରମରେ ପୁରୋହିତ ଓ ଅନ୍ୟମାନେ ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଜ୍ଞାନ ବିତରଣ କରିଥିଲେ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande