
କେନ୍ଦ୍ରାପଡା ,୧୩ ଜାନୁଆର ି (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତଗର୍ତ ଆୟବା ଗ୍ରାମ ପଂଚାୟତ ବରିଷ୍ଠ ନାଗରିକ ମଂଚର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆୟବା ପଂଚାୟତ ପରିସରେର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକେର ପେଡାଶୀ ଗ୍ରାମ ପଂଚାୟତ ପୁରେୁଷାତମର ୩ଜଣ ବରିଷ୍ଠ ନାଗରିକ ଯୋଗଦାନ କରିଥେôଲ । ଉକ୍ତ ବୈଠକେର ସଭାପତି ଅମୁଲ୍ୟ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥେôଲ । ବରିଷ୍ଠ ନାଗରିକ ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ସ୍ୱାଇଁ ସେଂଯାଜନା କରିଥେôଲ । ଓଡିଶା ହାେଇକାଟର୍ର ସରକାରୀ ଆଇନଜୀବୀ ଅଭିନାଷ ପଣ୍ଡା ମୁଖ୍ୟ ଅତିଥି ଭୋବ ଯେଗଦାନ କରି ଦୁଇଟି ସମସ୍ୟା ଉପେର ଆଲୋଚନା କରାଯାଇଥିଲା । ବରିଷ୍ଠ ନାଗରିକ ବିଜୟ କୁମାର ସ୍ୱାଇଁ, ନାନୁ ଚରଣ ଦାସ ସଭା କାର୍ଯ୍ୟ ପରିଚାଳନା କରିଥେôଲ । ସାନ୍ତଶାହି ଠାରୁ ଗଣ୍ଡାଖିଆ ପର୍ଯ୍ୟନ୍ତ ତୁରନ୍ତ ମରାମତି କରିବା ଓ ନରଣପୁର ଠୋର ଥିବା +୨ ବିଜ୍ଞାନ କେଲଜର ଦୁରବସ୍ଥା ସଂପର୍କେର ଅୋଲାଚନା କରାଯାଇ ଜିଲ୍ଲା ପାଳଙ୍କ ଅଭେିଯାଗ ପ୍ରେକାଷ୍ଠେର ପହଂଚି ତାଙ୍କୁ ଅବଗତ କରାଇବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି ଦାୟିତ୍ୱ ନାନୁ ଚରଣ ଦାସ ଓ ଅମୁଲ୍ୟ କୁମାର ସ୍ୱାଇଁ, ସ୍ୱାଧିନ ସ୍ୱାଇଁଙ୍କୁ ଅପର୍ଣ କରାଯାଇଥିଲା । ଗଣ୍ଡାଖିଆ ଠୋର ଏକ ଫାଣ୍ଡି ସ୍ଥାପନ କରିବା ଓ ଏସ୍. ବି. ଆଇର ଏ.ଟି.ଏମ୍ କେନ୍ଦ୍ର ସ୍ଥାପନ ବିଷୟ ମଧ୍ୟ ଅୋଲାଚନା କରାଯାଇଥିଲା । ଏ ସମ୍ପକିର୍ତ ତୁରନ୍ତ ପଦେକ୍ଷପ ନେବାକୁ ଅଭିନାଷ ପଣ୍ଡା ମେହାଦୟଙ୍କୁ ଦାୟିତ୍ୱ ଅପର୍ଣ କରାଗଲା । ବରିଷ୍ଠ ନାଗରିକ ହୃଷେିକଶ ସାହୁ ଧନ୍ୟବାଦ ଅପର୍ଣ କରିଥେôଲ ।
------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ