
ଭଲ ବହି ଆରମ୍ଭହୁଏ ଆନନ୍ଦରୁ ଜ୍ଞାନରୁ ଶେଷ ହୁଏ
କେନ୍ଦ୍ରାପଡା ,୧୩ ଜାନୁଆର ି (ହି.ସ.)- କେନ୍ଦ୍ରାପଡ଼ା େଇଭଂଟ ମ୍ୟାନେଜର୍ସ (କେମ୍) ଦ୍ୱାରା ଆୟୋଜିତ ୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକେମଳା ଉଦ୍ଯାପିତ ହୋଇଯାଇଛି । ଏହି ଅବସରେର କେମ୍ର ସଭାପତି ଅକ୍ଷୟ ପାଣିଙ୍କ ସଭାପତିତ୍ୱେର ମୁଖ୍ୟ ଅତିଥି ଭୋବ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଆଲାସ୍କା ବିଶ୍ୱବିଦ୍ୟାଳୟ ପ୍ରଫେସର ଡଃ ଦେବେନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା, ବରିଷ୍ଠ କବି ତଥା ରେଳ ବିଭାଗର ପ୍ରାକ୍ତନ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ସମ୍ମାନିତ ଅତିଥି, ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ ଯୋଗଦେଇ କହିଥେôଲ ଯେ ଭଲ ବହି ଆରମ୍ଭହୁଏ ଆନନ୍ଦରୁ ଜ୍ଞାନରୁ ଶେଷ ହୁଏ । ଯେତେ ବଡ ମଣିଷ ହୁଅନ୍ତୁ ନା କାହିଁକି ସେମାନେ ସମସ୍ତେ ବହି ପଢି ମଣିଷ ହୋଇଛନ୍ତି । ବହି ହେଉଛି ମଣିଷ ତିଆରି କାରଖାନା । ପୁସ୍ତକେମଳା ହେଉଛି ସାହିତ୍ୟର ମହାକୁମ୍ଭ । ଅୋମ କହି ଯେ ଭାରତ ବିଶ୍ୱର ଗୁରୁ ହେବା େହେଲ ଆମର ୮ଲକ୍ଷ ପିଲା କାହିଁକି ବେିଦଶେର ପଢୁଛନ୍ତି । ତେବେ ଆମର ବିଶ୍ୱଗୁରୁ ହେବା ଦିବାସ୍ୱପ୍ନ । ଏହି ଅବସରେର ସାହିତ୍ୟ ସଜର୍ନା, ସମାଜ ସେବା ଓ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ବିଶିଷ୍ଟ ପ୍ରତିଭାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଆୟୋଜକ କେମ୍ କମିଟି ଦ୍ୱାରା ଚଳିତବର୍ଷ ପାଇଁ ପଚାଶ ବର୍ଷ ବୟସ ସୀମା ମଧ୍ୟରେ ‘ପୁସ୍ତକେମଳା ଯୁବ ସାହିତ୍ୟ ପୁରସ୍କାର' ଯୁବ କଥାକାର ମାତୃଦତ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। ସେହିପରି ନୂତନ ପିଢିର ତରୁଣ ଲେଖକ /ଲେଖିକାମାନଙ୍କୁ ସାହିତ୍ୟ ରଚନା ଦିଗରେ ପ୍ରୋସାହିତ କରିବା ନିମେନ୍ତ ପୁସ୍ତକ ମେଳା ନବସୃଜନ ପୁରସ୍କାର’, ଯୁବକବି ସଂଗ୍ରାମ ମହାରଣା, କେମ୍ ଶ୍ରେଷ୍ଠ ସାହିତ୍ୟ ସମ୍ମାନ ବରିଷ୍ଠ କବିୟତ୍ରୀ ଅପର୍ଣ୍ଣା ମହାନ୍ତି । କେମ୍ ଶ୍ରେଷ୍ଠ ସମ୍ବାଦ ସାହିତ୍ୟ ସମ୍ମାନ ବରିଷ୍ଠ ସାମ୍ବାଦିକ ପରେଶ ଚନ୍ଦ୍ର ଦାସ, କେମ୍ ଶ୍ରେଷ୍ଠ ସମ୍ବାଦ ସୁଜନ ସମ୍ମାନ ଲକ୍ଷ୍ମୀକାନ୍ତ ନାୟକ, କେମ ଶ୍ରେଷ୍ଟ େଇଭଂଟ ମ୍ୟାନେଜର ସମ୍ମାନ ବଂଶିଧର ମହାନ୍ତି, କେମ ଶ୍ରେଷ୍ଟ େଇଭଂଟମ୍ୟାନେଜର ସମ୍ମାନ ଅମ୍ରିନ ସାଦାଦତ୍ଙ୍କୁ ପୁରସ୍କାର ସ୍ୱରୂପ ପ୍ରେତ୍ୟକଙ୍କୁ ମାନପତ୍ର ଓ ଉପେଢøକନ ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମହମ୍ମଦ ଜାହିଦ୍ ଖାନ୍ ସମ୍ପୋଦକୀୟ ବିବରଣୀ ପାଠ କରିଥିବା ବେଳେ ସ୍ୱାଗତ ଭାଷଣ ଦେଇଥେôଲ ପ୍ରଫୁଲ୍ଲ ଜେନା । କବୟିତ୍ରୀ ନବେଜ୍ୟାତି ରାୟ ଅତିଥି ପରିଚୟ ପ୍ରଦାନ କରିଥେôଲ । ବୈଦ୍ଧିକ ମନ୍ତ୍ରପାଠ କରିଥେôଲ ଦୁର୍ଗାମାଧବ ପଣ୍ଡା ଓ ଶେଷରେ ବଂଶୀଧର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥେôଲ । ଏହି ଅବସରେର େଇଭଂଟ ମ୍ୟାନେଜରର୍ସ ସଦସ୍ୟମାନଙ୍କ ଦ୍ୱାରା ସେତତନ ଧମୀ ନାଟକ ଓ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେମ୍ର ମୁଖ୍ୟ ଉପେଦଷ୍ଟା ଡ. ବିରଜା ରାଉତରାୟ, ଅବନ୍ତି ବେହେରା, ରଣଧୀର ଜେନା, ସାହିତ୍ୟକ ଶୁଭାଶୁଂ ଦାସ, ନୃସିଂହ ତ୍ରିପାଠୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥେôଲ । ୮ଦିନ ଧରି ଚାଲିଥିବା ଏହି ପୁସ୍ତକେମଳାରେ ୫୧ଟି ଷ୍ଟଲ ପଡିଥିଲା । ଏହି ଉତ୍ସବକୁ କେମ୍ର ସଦସ୍ୟ ଭାଗିରଥି ଓଝା, ଭବାନୀ ଓଝା, ତାରିଣୀ ପା..େ.ଯାଶୀ, ଶୁଭାଂଶୁ ଦାସ, ସ୍ୱପ୍ନାଂଶୁ ଦାସ, ଶେଷେଦବ ଦାସ, ଅମ୍ରିନ ସାହାଦତ୍,ସେରାଜ କୁମାର ସାହୁ, ବିନାୟକ ପ୍ରଧାନେ,ଲାପାମୁଦ୍ରା ଦାସ,ସାଗର ଜେନା, ପ୍ରଫୁଲ୍ଲ ଜେନା, ହିମାଂଶୁ ଦାସ, ଧମର୍ଦର୍ଶୀ କର, ମେନାଜ ଦାସ, ସୌମ୍ୟରଞ୍ଜନ ପଟନାୟକ, ପ୍ରଦ୍ୟୁମ୍ନ ବେହୁରା, ରୋଜନ୍ଦ୍ର ମହାପାତ୍ର, ମଞ୍ଜୁଶ୍ରୀ ଦାସ, ଗିରିଜା ପ୍ରସାଦ ଦାସ, ଡ. ଗୌରିକାନ୍ତ ଦାସ, ବଂଶିଧର ମହାନ୍ତି, ରଞ୍ଜନ ବାରିକଙ୍କ ସହିତ କେମ୍ର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ସଫଳତା ସହିତ ପରିଚାଳନା କରିଥେôଲ ।
------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ