ଓଡ଼ିଆରେ ସବୁ ଚିଠି ଲେଖିବା ପ୍ରସଙ୍ଗ, ଆନ୍ତରିକତା ସହ କରିବାର ଆବଶ୍ୟକତା ରହିଛି- ଅଶ୍ୱିନୀ ପାତ୍ର
ଭୁବନେଶ୍ୱର, 14 ଜାନୁଆରି (ହି.ସ.)- ଓଡ଼ିଆରେ ସବୁ ଚିଠି ଲେଖିବା ପ୍ରସଙ୍ଗରେ ପୂର୍ବତନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ତଥା ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏଭଳି କାର୍ଯ୍ୟକ୍ରମକୁ କାର୍ଯ୍ୟକାର
ଓଡ଼ିଆରେ ସବୁ ଚିଠି     ଲେଖିବା ପ୍ରସଙ୍ଗ, ଆନ୍ତରିକତା ସହ କରିବାର ଆବଶ୍ୟକତା ରହିଛି- ଅଶ୍ୱିନୀ ପାତ୍ର


ଭୁବନେଶ୍ୱର, 14 ଜାନୁଆରି (ହି.ସ.)- ଓଡ଼ିଆରେ ସବୁ

ଚିଠି ଲେଖିବା ପ୍ରସଙ୍ଗରେ ପୂର୍ବତନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ତଥା ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ପ୍ରତିକ୍ରିୟା

ରଖିଛନ୍ତି । ସେ କହିଛନ୍ତି ଯେ, ଏଭଳି

କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି। ଏ ସରକାର ଘୋଷଣା କରିଦେଲେ ହେବ ନାହିଁ

କାର୍ଯ୍ୟକାରୀ କେତେ କରୁଛନ୍ତି ତାହା ଦେଖିବା ବାକି । ଆନ୍ତରିକତା ସହ କରିବାର ଆବଶ୍ୟକତା

ରହିଛି। ଯାହା ଘୋଷଣା କରାଯାଉଛି ତାହାକୁ

କାର୍ଯ୍ୟକାରୀ ନ କରି ପାରିଲେ ଓଡ଼ିଆ ଅସ୍ମିତାକୁ ବଳି ଦେବା ସହ ସମାନ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande