ବିଧାନସଭା ସମ୍ମୁଖରେ ଖଣ୍ଡା ବୁଲାଇ ଧମକ ଚମକ ଦେବା ଘଟଣାରେ ବନ୍ଧା ହେଲା ଯୁବକ
ଭୁବନେଶ୍ୱର, 14 ଜାନୁଆରି (ହି.ସ.)- ବିଧାନସଭା ସମ୍ମୁଖରେ ଖଣ୍ଡା ବୁଲାଇ ଧମକ ଚମକ ଦେବା ଘଟଣାରେ ବନ୍ଧା ହେଲା ଯୁବକ । ସୁରିଆ ନାମକ ଯୁବକକୁ ବାନ୍ଧିଲା କ୍ୟାପିଟାଲ ଥାନା ପୋଲିସ । ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଖାଇବା ଷ୍ଟଲ୍ ଖୋଲିଥିବା ଲୋକଙ୍କୁ ମାରଣାସ୍ତ୍ର ଦେଖା
ବିଧାନସଭା ସମ୍ମୁଖରେ     ଖଣ୍ଡା ବୁଲାଇ ଧମକ ଚମକ ଦେବା ଘଟଣାରେ ବନ୍ଧା ହେଲା ଯୁବକ


ଭୁବନେଶ୍ୱର, 14 ଜାନୁଆରି (ହି.ସ.)- ବିଧାନସଭା

ସମ୍ମୁଖରେ ଖଣ୍ଡା ବୁଲାଇ ଧମକ ଚମକ ଦେବା ଘଟଣାରେ ବନ୍ଧା ହେଲା ଯୁବକ । ସୁରିଆ ନାମକ ଯୁବକକୁ

ବାନ୍ଧିଲା କ୍ୟାପିଟାଲ ଥାନା ପୋଲିସ । ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଖାଇବା ଷ୍ଟଲ୍

ଖୋଲିଥିବା ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ବଟି ମାଗିବା ଅଭିଯୋଗ, ଗତକାଲି ହୋଇଥିବା ବେଳେ ବାନ୍ଧିଲା ପୋଲିସ I

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande