ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 14 ଜାନୁଆରି (ହି.ସ.)- ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ‘ମକର ସଂକ୍ରାନ୍ତି’, ‘ଉତ୍ତରାୟଣ’ ଏବଂ ପ୍ରକୃତି ପ୍ରତି କୃତଜ୍ଞତା ପ
ମକର ସଂକ୍ରାନ୍ତି


ଭୁବନେଶ୍ୱର, 14 ଜାନୁଆରି (ହି.ସ.)- ମକର

ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ

ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ‘ମକର ସଂକ୍ରାନ୍ତି’, ‘ଉତ୍ତରାୟଣ’ ଏବଂ ପ୍ରକୃତି ପ୍ରତି କୃତଜ୍ଞତା ପ୍ରକାଶ କରିବା ପାଇଁ ଦେଶ ସାରା ପାଳିତ

କରାଯାଉଥିବା ସମସ୍ତ ପବିତ୍ର ପର୍ବଗୁଡ଼ିକର ହୃଦୟପୂର୍ଣ୍ଣ ଅଭିନନ୍ଦନ ଓ ଶୁଭେଚ୍ଛା।

ଏହି ସମସ୍ତ ପର୍ବ

ପ୍ରକୃତିର ଚକ୍ର, ସୂର୍ଯ୍ୟାରାଧନା, ଆମ କୃଷି-ସଂସ୍କୃତି ସହ ଜଡିତ ଶାଶ୍ୱତ ମୂଲ୍ୟବୋଧ, ପରମ୍ପରା ଏବଂ ବିବିଧତାରେ ଏକତାର ସଜୀବ ଉତ୍ସବ ଅଟେ।

ଉତ୍ତରାୟଣର ଏହି ଶୁଭ ସମୟ

ସମସ୍ତଙ୍କ ଜୀବନରେ ସ୍ୱାସ୍ଥ୍ୟ, ସୁଖ,

ସମୃଦ୍ଧି, ନୂତନ ଦିଗ, ସକାରାତ୍ମକ ଶକ୍ତି ଓ ଆଶାର ସଞ୍ଚାର କରୁ—ଏହି ମଙ୍ଗଳକାମନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande