ଲୋକ ପ୍ରତିନିଧିଙ୍କୁ ଅସମ୍ମାନ କଲେ କଡା ଆକ୍ସନ ଦରକାର - ପ୍ରଦୀପ ଦିଶାରୀ
ଭୁବନେଶ୍ୱର, ୧୪ ଜାନୁଆରୀ (ହି.ସ.) - ଲୋକଙ୍କ ସରକାର ଲୋକ ପ୍ରତିନିଧିଙ୍କୁ ପ୍ରାଧାନ୍ୟ ଦିଆଯିବ ଏବଂ ବିଧାୟକ, ସାଂସଦଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ରାଜ୍ୟ ସରକାର କହିଥିଲେ । ମୁଖ୍ୟମନ୍ତ୍ରୀ ବିଡ଼ିଓ ତହସିଲଙ୍କୁ ମଧ୍ୟ କହିଥିଲେ । କିନ୍ତୁ ମୁଁ ସଚିବାଳୟ ଯାଇଥିଲି ଅଫିସର ବସିବା ପାଇଁ ଚୌକି ଦେଉନାହାନ୍
ଲୋକ ପ୍ରତିନିଧିଙ୍କୁ ଅସମ୍ମାନ କଲେ କଡା ଆକ୍ସନ ଦରକାର - ପ୍ରଦୀପ ଦିଶାରୀ


ଭୁବନେଶ୍ୱର, ୧୪ ଜାନୁଆରୀ (ହି.ସ.) - ଲୋକଙ୍କ ସରକାର ଲୋକ ପ୍ରତିନିଧିଙ୍କୁ ପ୍ରାଧାନ୍ୟ ଦିଆଯିବ ଏବଂ ବିଧାୟକ, ସାଂସଦଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ରାଜ୍ୟ ସରକାର କହିଥିଲେ । ମୁଖ୍ୟମନ୍ତ୍ରୀ ବିଡ଼ିଓ ତହସିଲଙ୍କୁ ମଧ୍ୟ କହିଥିଲେ । କିନ୍ତୁ ମୁଁ ସଚିବାଳୟ ଯାଇଥିଲି ଅଫିସର ବସିବା ପାଇଁ ଚୌକି ଦେଉନାହାନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉନି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ବି ଏଭଳି ହେଉଛି ନିର୍ଦ୍ଦେଶ ଦେଲେ ହେବନି । ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ଦରକାର। ଏ ସରକାରରେ ଖାଲି ଭାଷଣ ବାଜି। ଯେଉଁମାନେ ଲୋକ ପ୍ରତିନିଧିଙ୍କୁ ଅସମ୍ମାନ କରୁଛନ୍ତି କଡା ଆକ୍ସନ ଦରକାର ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande