ସରକାରୀ ସ୍ତରରେ  ଓଡ଼ିଆ ଭାଷା ବ୍ୟବହାର ପାଇଁ  ତାଗିଦ୍ ସହିତ ଅନୁରୋଧ ମଧ୍ୟ କରାଯାଉଛି- ସଂସ୍କୃତି ମନ୍ତ୍ରୀ
ଭୁବନେଶ୍ୱର, 14 ଜାନୁଆରି (ହି.ସ.)- ସରକାରୀ ସ୍ତରରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ବିଭାଗର ପୁନଃ ଚିଠି ଉପରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ତାଗିଦ୍ ସହିତ ଅନୁରୋଧ ମଧ୍ୟ କରାଯାଉଛି । ଓଡ଼ିଆ ଭାଷା ପ୍ରଚ
ସରକାରୀ ସ୍ତରରେ  ଓଡ଼ିଆ ଭାଷା ବ୍ୟବହାର ପାଇଁ  ତାଗିଦ୍ ସହିତ ଅନୁରୋଧ ମଧ୍ୟ କରାଯାଉଛି- ସଂସ୍କୃତି     ମନ୍ତ୍ରୀ


ଭୁବନେଶ୍ୱର, 14 ଜାନୁଆରି (ହି.ସ.)- ସରକାରୀ ସ୍ତରରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ବିଭାଗର ପୁନଃ

ଚିଠି ଉପରେ ସଂସ୍କୃତି ମନ୍ତ୍ରୀ

ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ତାଗିଦ୍ ସହିତ ଅନୁରୋଧ ମଧ୍ୟ କରାଯାଉଛି । ଓଡ଼ିଆ ଭାଷା

ପ୍ରଚଳନ ପାଇଁ ସରକାରୀ

ସ୍ତରରେ ବ୍ୟବସ୍ଥା ହୋଇଛି । ଯେଉଁମାନେ

ନାହାନ୍ତି ସେମାନଙ୍କୁ ସରକାରୀ

ସ୍ତରରେ ଚେତାବନୀ ଦିଆଯାଇଛି । ଏହା ଏକ ନିରନ୍ତର ପ୍ରୟାସ। ଦୀର୍ଘ ଦିନ ଧରି ଯାହା ହେବା କଥା ତାହା

ହୋଇନଥିଲା ।ସେ ପାଇଁ ବିଭାଗ

ପ୍ରଚେଷ୍ଟା କରୁଥିବା କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଆମେ କମ ସମୟ

ଭିତରେ କରିବାକୁ ପ୍ରୟାସରତ । ସବୁ କଥା ନାଲି

ଆଖି ଦେଖାଇ କରିହେବ

ନାହିଁ । ସେଥିପାଇଁ ଆନ୍ତରିକତା, ଆତ୍ମୀୟତା ଆବଶ୍ୟକତା ସହ ଆନୁସଙ୍ଗିକ ବ୍ୟବସ୍ଥା

ମଧ୍ୟ ଅଛି । ଯେଉଭଳି ଭାବେ

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ

ଭାଷା ପ୍ରତିଷ୍ଠାନ କରିଛି । ଯେଉଁମାନେ

ଫାଇଲ ପୁଟ୍ ଅଫ୍ କରନ୍ତି ସେହି

ଠାରୁ ହିଁ କିଭଲି

ଓଡ଼ିଆ ଆରମ୍ଭ ହେବ ତାଙ୍କୁ ନେଇ ଆମେ

୬ ଟି କର୍ମଶାଳା କରିଛୁ । ତାଙ୍କୁ ପ୍ରଶାସନିକ ସବ୍ଦ କୋଷଦିଆଯାଇଛି । ସରକାରୀ

ଅଧିକାରୀ କାଳେ ଭୁଲ ହୋଇଯିବ

ବୋଲି ଓଡିଆ ଲେଖୁ ନାହାନ୍ତି । ଭୁଲ ହେଉ,

ବରମ୍ବାର ଭୁଲ ହେବ, ତ୍ରୁଟି ସୁଧାରିବ ।

ଭୁଲ ହେଲେ ହିଁ ଠିକ୍

ହେବ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande