
ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ଭୁବନେଶ୍ୱର ବିମାନ ବନ୍ଦରରେ ଏନସିବିଏବଂ କଷ୍ଟମ ବିଭାଗ ପକ୍ଷରୁ ଚେକିଂ କରାଯାଇଛି । ଗତ କାଲି ବିଳମ୍ବିତ ରାତିରୁ ଭୋର ଯାଏଁ
କରିଥିଲା ଯାଞ୍ଚ । ନିଶା କାରବାର ନେଇ ତଥ୍ୟ
ମିଳିବା ଖବର ପାଇ ଚାଲିଥିଲା ଯାଞ୍ଚ । ଏହା ସହିତ
ଯାତ୍ରୀ ମାନକୁ ମଧ୍ୟ ଯାଞ୍ଚ କରାଯାଇଥିଲା ।
ଏନେଇ ଏନସିବିଯୁଗ୍ମ ନିର୍ଦ୍ଦେଶକ ସୂଚନା
ଦେଇଛନ୍ତି । ଗତ କିଛି ମାସ ହେବ ଭୁବନେଶ୍ୱର ଦେଇ ମାରିଜୁଆନ ଚାଲାଣ ହେଉଥିଲା । ଏନସିବିର 15ରୁ ଅଧିକ ଅଫିସର ରେଡ଼ରେ ନିୟୋଜିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା