
ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ରାଜଧାନୀରେ 20 କୋଟି ସାଇବର ଠକେଇ ଘଟଣାରେ
ପୀଡିତାଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ବିଭିନ୍ନ ବ୍ୟାଙ୍କକୁ ଚିଠି ଲେଖିଛି
ପୋଲିସ I5 ରୁ ଅଧିକ ନ୍ୟାସନାଲ ବ୍ୟାଙ୍କ ମାନଙ୍କୁ ଚିଠି ଲେଖି ବ୍ୟାଙ୍କ ଟ୍ରାଜାକ୍ସନ ପାଇଁ ଚିଠି
ଲେଖିଲା କମିଶନରେଟ ପୋଲିସ । ତେବେ ଅଧିକ ତଦନ୍ତ
ପାଇଁ ଗିରଫ ହୋଇଥିବା 12 ଜଣ ଅଭିଯୁକ୍ତଙ୍କ ମଧ୍ୟରେ
ମାଷ୍ଟର ମାଇଣ୍ଡ ପଙ୍କଜକୁ ରିମାଣ୍ଡରେ ଆଣିବ ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା