
ଭୁବନେଶ୍ୱର, 18 ଜାନୁଆରି (ହି.ସ.)- ବାଣୀବିହାର ଓଭର ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ୍କୁ ଧକ୍କା
ଦେଇଛି ଚଳନ୍ତା କାର୍। ବାଣୀବିହାର ଓଭର ବ୍ରିଜ ଉପରେ ଏଭଳି ଘଟଣା ଘଟିଛି । କାର ଧକ୍କାରେ
ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ହେଲେ ବଡଗଡ ବ୍ରିଟ କଲୋନୀ ଅଞ୍ଚଳର ରାକେଶ ରୋସନ ଲାଲା। ଗାଡ଼ି
ଜବତ ସହ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ସହିଦନଗର ପୋଲିସ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା