ଭାବଗ୍ରାହୀ କଳା ନିକେତନର ୩୯ତମ ପ୍ରତିଷ୍ଠା ଦିବସ ଉଦଘାଟିତ ନୃତ୍ୟ ଓ ସଙ୍ଗୀତର ମଧୁ ମୂର୍ଚ୍ଛନାରେ ସଭିଏଁ ବିଭୋର
କେନ୍ଦ୍ରାପଡ଼ା, ୦୩ ଜାନୁଆରୀ(ହି.ସ.) – ଆଜି ପୂର୍ବାହ୍ନେର ସିଦ୍ଧ ମହାପୁରୁଷଙ୍କ ମଠ ପରିସରେର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନର ୩୯ତମ ପ୍ରତିଷ୍ଠା ଦିବସ ମହାସମାରୋହର ପାଳିତ ହୋଇଯାଇଛି। ଭାବଗ୍ରାହୀ କଳା ନିକେତନର ମୁଖ୍ୟ ଉପେଷ୍ଟା ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ଏହି କାର୍ଯ୍
bûaMâûjú Kkû ^òùKZ^e 39 Zc             _âZòÂû \òai C\NûUòZ


କେନ୍ଦ୍ରାପଡ଼ା, ୦୩ ଜାନୁଆରୀ(ହି.ସ.) – ଆଜି ପୂର୍ବାହ୍ନେର ସିଦ୍ଧ ମହାପୁରୁଷଙ୍କ ମଠ ପରିସରେର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନର ୩୯ତମ ପ୍ରତିଷ୍ଠା ଦିବସ ମହାସମାରୋହର ପାଳିତ ହୋଇଯାଇଛି। ଭାବଗ୍ରାହୀ କଳା ନିକେତନର ମୁଖ୍ୟ ଉପେଷ୍ଟା ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥେôଲ। କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସା ପରିଡ଼ା ବାର୍ଷିକ ବିବରଣୀ ଉପସ୍ଥାପନା କରିବା ସହିତ ଅତିଥି ପରିଚୟ ପ୍ରଦାନ, ସ୍ୱାଗତ ଭାଷଣ ଏବଂ ମଂଚ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା କେନ୍ଦ୍ରାପଡ଼ାର ପ୍ରାକ୍ତନ ଜିଲ୍ଲାପାଳ ଦାଶରଥି ଶତପଥି ମୁଖ୍ୟ ଅତିଥି, ସଙ୍ଗୀତ ନିର୍ଦ୍ଦେଶକ ସିଦ୍ଧାର୍ଥ ମିଶ୍ର ମୁଖ୍ୟବକ୍ତା, ପ୍ରଶାସନିକ ଅଧିକାରୀ ଶୁଭେନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେର ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ ଏବଂ ବିଶିଷ୍ଟ ଅତିଥି ଭାବେର କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ସମ୍ମାନୀତ ଅତିଥି ଭାବରେ କବି ଅମର ପ୍ରସାଦ ରାଉତ, ପଣ୍ଡିତ ପଦ୍ମନାଭ ଦାଶ, ହରିଶ୍ଚନ୍ଦ୍ର ଜେନା, ପ୍ରେଫସର ପ୍ରଶାନ୍ତ ପାଣି, ଗୁରୁ ସମୀରଞ୍ଜନ ଦାସ, ଗୁରୁ ପ୍ରେମାଦାସ, ସଙ୍ଗୀତଜ୍ଞ ବୀଣାପାଣି ଦାସ, ବିଜୟଲକ୍ଷ୍ମୀ ପାଣିଗ୍ରାହୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେର ଯୋଦେଗଇ ଭାବଗ୍ରାହୀ କଳା ନିକେତନର ସୁଦୀର୍ଘ ୩୯ ବଷର୍ର କୃତି ଓ କୀର୍ତି ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥିମାନେ ଅନୁଷ୍ଠାନର କଳା ଶିକ୍ଷା ଏବଂ ପରିବେଷଣ ଶୈଳୀକୁ ମୁକ୍ତ କଣ୍ଠେର ପ୍ରଶଂସା କରିଥିଲେ। ଗାୟିକା ନିରୁପମା ଜେନା, ରୂପାଲି ସୂତାର, ଅଚ୍ଚର୍ନା ପରିଡ଼ା, ସନ୍ତୋଷ ଦାସ, ରଶ୍ମିତା ବେହେରା ପ୍ରମୁଖ ବିମଳ ପରିଡ଼ାଙ୍କ ରଚନା ଏବଂ ନିର୍ଦ୍ଦେଶନାରେ ସ୍ୱାଗତ ସଙ୍ଗୀତ ଗାଇଥିଲେ। ଉପେନ୍ଦ୍ର ପାଢ଼ୀ, ନିରୁପମା ଜେନା, ରଞ୍ଜନ ବରାଳ, ବଳରାମ ମଲିକ, ଅଜୟ ଜେନା, ରଞ୍ଜନ ବିଶ୍ୱାଳ, କୈଳାସ ପରିଡ଼ା ଏବଂ ବିମଳ ପରିଡ଼ା ଅକ୍ଷୟ ମହାନ୍ତିଙ୍କ କାଳଜୟୀ ସଙ୍ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ନୃତ୍ୟଗୁରୁ ତପନ କୁମାର ତରାଇ ଏବଂ ପ୍ରକାନ୍ତ ମହାରଣାଙ୍କ ନିର୍ଦ୍ଦେଶନାରେ ଖୁସି, ଅଙ୍କିତା, ପ୍ରୀତିପ୍ରଜ୍ଞା, ପ୍ରତୀକ୍ଷା ପ୍ରମୁଖ ଶିଳ୍ପୀମାନେ ଓଡ଼ିଶୀ, ଭଜନ ଏବଂ ସ୍ୱାଗତ ସଙ୍ଗୀତରେ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ବିମୋହିତ କରିଥିଲେ। ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡ଼ା, ଇଂଜିନିୟର ବିଶ୍ୱଜିତ ପରିଡ଼ା, ସଙ୍ଗୀତା ଜେନା, ବାସନ୍ତୀ ମହାପାତ୍ର, ଅମର ବିଶ୍ୱାଳ, କୋର ସ୍ୱାଇଁ, ଅଶୋକ ପତ୍ରି, ଭୀମସେନ ପ୍ରଧାନ, ବିଜୟ ପରିଡ଼ା, ବିପିନ ପରିଡ଼ା, ବିଚିତ୍ରାନନ୍ଦ ପରିଡ଼ା, ଅଖିଳ ସ୍ୱାଇଁ, ଅନନ୍ତ ପାଣିଗ୍ରାହୀ, କବି ବିଷ୍ଣୁପ୍ରିୟା ସାମଲ, ବିକ୍ରମ ସାମଲ, ସଂଯୁକ୍ତା ଦାଶ, ଚୈତନ୍ୟ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ। ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande