ଦେଶି ମଦ ଚାଲାଣ ବେଳେ ଚଢାଉ, ୨ ଅଭିଯୁକ୍ତ ଗିରଫ
ଜୟପୁର, ୦୩ ଜାନୁଆରି (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଧଡରିଗୁଡା ଗ୍ରାମର ସାଧୁ ଚଲାଣ ଯମୁନାଗୁଡା ରାଜେନ୍ଦ୍ର କୁଳଦିପ । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ଯମୁନ
ଦେଶି ମଦ  ଚାଲାଣ ବେଳେ ଚଢାଉ, ୨ ଅଭିଯୁକ୍ତ ଗିରଫ


ଜୟପୁର, ୦୩ ଜାନୁଆରି (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଧଡରିଗୁଡା ଗ୍ରାମର ସାଧୁ ଚଲାଣ ଯମୁନାଗୁଡା ରାଜେନ୍ଦ୍ର କୁଳଦିପ । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ଯମୁନାଗୁଡା ଓ ଧଡରିଗୁଡା ରେ ଚଢାଉ କରି ୨୫ ଲିଟର ଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଓଆଇସି ସୁବ୍ରତ କେଶୋରି ହିରଣ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande