
ଜୟପୁର,ଜାନୁଆରି (ହି.ସ.)
ଜଗନ୍ନାଥ ମନ୍ଦିରରେ ଶ୍ରୀ ଜିଉ ଙ୍କୁ ଦେବାଭିଷେକ ବେଶରେ ସଜ୍ଜିତ କରାଯାଇଛି । ଜଗନ୍ନାଥଙ୍କୁ ଧନୁ ଶରରେ ସଜ୍ଜିତ କରାଯାଇଛି । ପୁଷ ପୁଣ୍ଣିମା ଅବସରେର ଶ୍ରୀ ଜିଉଙ୍କ ନିକଟରେ ଦେବାଭିଷେକ ବେଶରେ ସଜ୍ଜିତ କରିବା ସହ ସ୍ୱତନ୍ତ୍ର ପୁଜା ପାଠ , ଭୋଗ ଲାଗି ସହ ସଂନ୍ଧ୍ୟା 6ଟାରେ ଆଳତି କରାଯାଇଛି । ଦେବାଭିଷେକ ବେଶରେ ଶ୍ରୀ ଜିଉଙ୍କୁ ଦର୍ଶନ କଲେ ମହା ପୁଣ୍ଣ ମେଳିଥାଏ ବୋଲି ପ୍ରବାଦ ରହିଛି । ମନ୍ଦିରର ମୁଖ୍ୟ ପୁଜକ ଡମ୍ବୁର ଧର ପଣ୍ଡା ଓ ଜଗନ୍ନାଥ ତ୍ରିପାଠି ସ୍ୱତନ୍ତ୍ର ନିତିକାନ୍ତି ତୁଲାଇ ଥିବା ଜଣାଯାଇଛି । ଦେବୋତ୍ତର ବିଭାଗ ତରଫରୁ ସୁବୁ ବ୍ୟବସ୍ଥା କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି