
ଘଟଗାଁ, ୦୩ ଜାନୁଆରି (ହି.ସ.) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ପୂର୍ବତନ ବିଜେପି ସଭାପତି ସତ୍ୟମ ଦେହୁରୀ ଶକ୍ତି ଓ ଅବକାରୀ ବିଭାଗ ପାଇଁ କେନ୍ଦୁଝର ଜିଲ୍ଲା ସାଂସଦ ଅନନ୍ତ ନାଏକଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଥିବା ପ୍ରକାଶପାଇଛି। ଉଭୟ ବିଭାଗକୁଏନେଇ ଚିଠି ମାଧ୍ୟମରେ ଶକ୍ତି ବିଭାଗର ସହକାରୀ ଯନ୍ତ୍ରୀ ରଣଜିତ ବେହେରା ଓ ଅବକାରୀ ଥାନା କର୍ମଚାରୀ ଯତୀନ କୁମାର ମହାନ୍ତ ଆଦେଶ ପତ୍ର ଗ୍ରହଣ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ