
ଭୁବନେଶ୍ୱର, 03 ଜାନୁଆରି (ହି.ସ.)- ସଡକ
ସୁରକ୍ଷା ନେଇ ସଚେତନତା ପ୍ରସଙ୍ଗରେ ସଚିବ ଉଷା ପାଢୀ
ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆଜି
ଜାତୀୟ ସଡକ ସୁରକ୍ଷା
ମାସର ଶୁଭାରମ୍ଭ ହୋଇଛି । ଶୂନ୍ୟ ଦୁର୍ଘଟଣା ପାଇଁ
କାମ ହେଉଛି । ଏଜୁକେସନ ଓ ଟେକ୍ନୋଲୋଜିକୁ ବ୍ୟବହାର କରି
ସମସ୍ତେ ସୁରକ୍ଷିତ ଘରକୁ ଫେରନ୍ତୁ । ସମସ୍ତେ ସଚେତନ ହେବା ଆବଶ୍ୟକ ଅଛି । ନିଜେ ସଚେତନ
ହେବେ ଏବଂ ଅନ୍ୟଙ୍କୁ କରିବେ । ମୁଖ୍ୟମନ୍ତ୍ରୀ
ମଧ୍ୟ ଏ ବାବାଦରେ ସର୍ବଦା ପ୍ରେରଣା ଦେଇଛନ୍ତି । ସଡକ ସୁରକ୍ଷା ଜନ ଆନ୍ଦୋଳନରେ ପରିଣତ
ହୋଇଛି ବୋଲି ସଚିବ କହିଛନ୍ତି ।
ଗାଡିରେ ଗ୍ରୀନ ଷ୍ଟିକରନେଇ ଲୋକଙ୍କ
ପାଖେ କ୍ଲାରିଟିରହୁନାହିଁ । ଲୋକଙ୍କ
ଅସୁବିଧା ପାଇଁ ଆମେ ଚାହୁଁ ନାହୁଁ । ଗ୍ରୀନ ଷ୍ଟିକରନେଇ କ୍ଲାରିଟି ଦିଆଯାଇଛି
। କିଛି ଦିନ ତଳେ ଆମେ ଏସଟିଏତରଫରୁ ପ୍ରଦୂଷଣ ସାର୍ଟିଫିକେଟପାଇଁ ନିର୍ଦ୍ଦେଶନାମା
ଜାରି କରିଥିଲୁ । ପ୍ରଦୂଷଣ ସାର୍ଟିଫିକେଟକେବଳ ଏଇଠି ନୂହେଁ ସେଂଟ୍ରାଲ ଭେହିକିଲର ମଧ୍ୟ ନିୟମ ରହିଛି । ଲୋକଙ୍କ ପାଖେ ତାକୁ ଏବେ
ସଚେତନତା ପାଇଁ କୁହାଯାଇଛି । ସୁପ୍ରିମକୋର୍ଟ
ମଧ୍ୟ ଏହି ବାବାଦରେ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ ୩୧ ଯାଏ
ସମୟ ଅଛି । ଗ୍ରୀନ ଷ୍ଟିକର
କେବଳ ପଲ୍ୟୁସନ କ୍ଲିୟର
ପାଇଁ ନୂହେଁ
ସୁରକ୍ଷା ମଧ୍ୟ ଗୁରୁତ୍ଵ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା