ହାଇକୋର୍ଟରେ ଖାଲିଥିବା ବିଚାରପତି ପଦବୀ ଖୁବଶୀଘ୍ର ପୂରଣ ହେବ - ଆଇନ ମନ୍ତ୍ରୀ
ଭୁବନେଶ୍ୱର, ୦୧ ଅକ୍ଟୋବର(ହି.ସ) - ହାଇକୋର୍ଟରେ ଖାଲିଥିବା ବିଚାରପତି ପଦବୀ ଖୁବଶୀଘ୍ର ପୂରଣ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ବାର୍ ଆସୋସିଏସନ ଦାବି ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଖାଲି ଥିବା ବିଚାରପତି ପଦବୀ ପୂରଣ ହେବ। ଏନେଇ ସୁପ୍ରିମକୋର୍
prithiviraj harichandan


ଭୁବନେଶ୍ୱର, ୦୧ ଅକ୍ଟୋବର(ହି.ସ) - ହାଇକୋର୍ଟରେ ଖାଲିଥିବା ବିଚାରପତି ପଦବୀ ଖୁବଶୀଘ୍ର ପୂରଣ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ବାର୍ ଆସୋସିଏସନ ଦାବି ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଖାଲି ଥିବା ବିଚାରପତି ପଦବୀ ପୂରଣ ହେବ। ଏନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ନିଷ୍ପତି ନେବ। ଆମେ ଆଶା କରୁଛୁ ଖୁବଶୀଘ୍ର ଏହି ପଦବୀ ପୂରଣ ହେବ । ଧୈର୍ଯ୍ୟ ଧରିବାକୁ ଆଇନୀଜୀବୀଙ୍କୁ ଅପିଲ କରିଛନ୍ତି ଆଇନ ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande