ଛାତ୍ର ସଂସଦ ନିର୍ବାଚନ ହେଲେ ବିସିଜେଡି- କଲେଜ୍ ଓ ବିଶ୍ୱବିଦ୍ୟାଳୟର ବ୍ୟବସ୍ଥା ସହ ଲଢ଼େଇ କରିବ- ବିଜୁ ଛାତ୍ର ଜନତା ଦଳ
ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.)- ବିଜୁ ଛାତ୍ର ଜନତା ଦଳ ସବୁବେଳେ ଫ୍ରଣ୍ଟ ଫୁଟ୍ ରେ କାମ କରୁଛି। ଏହା ସହିତ ଯଦି ଛାତ୍ର ସଂସଦ ନିର୍ବାଚନ ହୁଏ ତେବେ ଲଢ଼େଇ ବିସିଜେଡି ସହ କାହାର ହେବନି। ବିସିଜେଡି କଲେଜ୍ ଓ ବିଶ୍ୱବିଦ୍ୟାଳୟର ବ୍ୟବସ୍ଥା ସହ ସହ ଲଢ଼େଇ କରିବ। ଏହା ସହିତ ସବୁ
ଛାତ୍ର ସଂସଦ ନିର୍ବାଚନ ହେଲେ     ବିସିଜେଡି- କଲେଜ୍ ଓ ବିଶ୍ୱବିଦ୍ୟାଳୟର ବ୍ୟବସ୍ଥା ସହ ଲଢ଼େଇ କରିବ- ବିଜୁ ଛାତ୍ର ଜନତା ଦଳ


ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.)- ବିଜୁ ଛାତ୍ର ଜନତା ଦଳ ସବୁବେଳେ ଫ୍ରଣ୍ଟ ଫୁଟ୍ ରେ କାମ

କରୁଛି। ଏହା ସହିତ ଯଦି ଛାତ୍ର ସଂସଦ ନିର୍ବାଚନ ହୁଏ ତେବେ ଲଢ଼େଇ ବିସିଜେଡି ସହ କାହାର ହେବନି।

ବିସିଜେଡି କଲେଜ୍ ଓ ବିଶ୍ୱବିଦ୍ୟାଳୟର ବ୍ୟବସ୍ଥା ସହ ସହ ଲଢ଼େଇ କରିବ। ଏହା ସହିତ ସବୁ

କ୍ୟାମ୍ପସ୍ ରେ ଯେତେବେଳେ ଏବିଭିପି ଓ ଯୁବ ମୋର୍ଚ୍ଚା ଭିତରେ ଲଢ଼େଇ ଚାଲୁଛି ଏହାର ପ୍ରତିଫଳନ

ଛାତ୍ର ସଂସଦ ନିର୍ବାଚନରେ ନିହାତି ଦିଶିବ ବୋଲି ବିଜୁ ଛାତ୍ର ଜନତା ଦଳ ସଭାପତି ଇପ୍ସିତା ସାହୁ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande