ନୟାପଲ୍ଲୀରେ ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ
ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.)- ରାଜଧାନୀରେ ଲଜ୍ଜା । ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ । ନୟାପଲ୍ଲୀ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଘରେ ଏକୁଟିଆ ଥିବା ବେଳେ ଜଣେ ଦୁର୍ବୁତ୍ତ ମୁହଁରେ ମାସ୍କ ପିନ୍ଧି ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା
ନୟାପଲ୍ଲୀରେ ବନ୍ଧୁକ ମୁନରେ     ଯୁବତୀଙ୍କୁ ଦୁଷ୍କର୍ମ


ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.)- ରାଜଧାନୀରେ ଲଜ୍ଜା

। ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ । ନୟାପଲ୍ଲୀ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଘରେ ଏକୁଟିଆ ଥିବା ବେଳେ ଜଣେ ଦୁର୍ବୁତ୍ତ ମୁହଁରେ

ମାସ୍କ ପିନ୍ଧି ଘରେ ପଶି ଦୁଷ୍କର୍ମ କରିଥିବା

ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଭୁବନେଶ୍ୱର ଡିସିପି, ଜୋନ ଏସିପି ଏବଂ ଥାନା ଅଧିକାରୀ ପହଂଚି

ଖୋଳତାଡ଼ କରୁଛନ୍ତି । ହେଲେ ଏଯାଏ ଦୁର୍ବୁତ୍ତର

ପତା ପାଇପାରିନି ପୋଲିସ । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ

ସ୍ପେଶାଲ ଟିମ ଗଠନ କରି ରାଜଧାନୀର ବିଭିନ ଅଂଚଳରେ ଚଢ଼ାଉ କରୁଛି ।

ଘଟଣାସ୍ଥଳରେ ସାଇଣ୍ଟିଫିକ୍

ଟିମ୍ ପହଞ୍ଚି ଆରମ୍ଭ କରିଛି ଛାନଭିନ । ବିଭିନ୍ନ ଦିଗରୁ ତଥ୍ୟ ଓ ପ୍ରମାଣ ସଂଗ୍ରହ କରୁଛି ଟିମ୍

। ସେପଟେ ଅଭିଯୁକ୍ତ କିଏ, କିଭଳି

ଘଟିଲା ଘଟଣା ସେନେଇ ତଦନ୍ତକୁ ଜୋରଦାର କରିଛି ପୋଲିସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande