କୁକୁଡ଼ାଖଣ୍ଡି: ବୋମାମାଡ଼ ପରେ ପୋଲିସକୁ ବାଧା - ୪ ଗିରଫ
ଗଞ୍ଜାମ ୧୦ ଅକ୍ଟୋବର (ହିସ) - ୧୪.୦୯.୨୬ରେ ବାଉରୀ ସାହିରେ ୮-୧୦ ଜଣ ବୋମା ଫିଙ୍ଗି ଆତଙ୍କ ସୃଷ୍ଟି କଲେ। ଗ୍ରାମବାସୀ ୨ ଜଣଙ୍କୁ ଧରି ମାଡ଼ ମାରି କମ୍ୟୁନିଟି ହଲରେ ରାତି ୨ଟା ଯାଏଁ ବନ୍ଦୀ ରଖିଲେ, ପୋଲିସ ଗାଡିକୁ ପଥର ମାଡ଼କଲେ, ପରେ ତହସିଲଦାରଙ୍କ ସହ ଫୋର୍ସ ଯାଇ ରପୋଲିସକୁ ଉଦ୍ଧାର କଲେ । ଏହି ଘଟଣା
Qwetty


ଗଞ୍ଜାମ ୧୦ ଅକ୍ଟୋବର (ହିସ) - ୧୪.୦୯.୨୬ରେ ବାଉରୀ ସାହିରେ ୮-୧୦ ଜଣ ବୋମା ଫିଙ୍ଗି ଆତଙ୍କ ସୃଷ୍ଟି କଲେ। ଗ୍ରାମବାସୀ ୨ ଜଣଙ୍କୁ ଧରି ମାଡ଼ ମାରି କମ୍ୟୁନିଟି ହଲରେ ରାତି ୨ଟା ଯାଏଁ ବନ୍ଦୀ ରଖିଲେ, ପୋଲିସ ଗାଡିକୁ ପଥର ମାଡ଼କଲେ, ପରେ ତହସିଲଦାରଙ୍କ ସହ ଫୋର୍ସ ଯାଇ ରପୋଲିସକୁ ଉଦ୍ଧାର କଲେ । ଏହି ଘଟଣାରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ସଦର ଥାନା ରେକେସ ୫୮୪/୨୦୨୬ହୋଇ ବାଉରୀ ସାହିର ଶିର ଦାସ (୪୩), ତାପସ, ରାହୁଲ ଓ ଦୀପକ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

 rajesh pande