
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ଛାତ୍ର ସଂସଦ ନିର୍ବାଚନ ଅବସରରେ ଦଳ ବିରୋଧୀ କାର୍ଯ୍ୟ
ପାଇଁ ବାଲେଶ୍ବରର ୩ ଜଣଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।
ବିଜୁ ଯୁବ ଜନତା ଦଳର ସଦସ୍ୟ, ଧୀରେନ କୁମାର ନାୟକ, ବିଜୁ ଛାତ୍ର ଜନତା
ଦଳର ସଦସ୍ୟ ବିଭୁଦତ୍ତ ପରିଡ଼ା ଓ ବିଜୁ ଜନତା ଦଳ ପୂର୍ବତନ
ସଂଯୋଜକ ମାନସ ଦାସ ପଟ୍ଟନାୟକଙ୍କୁ ଦଳରୁ ସସପେଣ୍ଡ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା