
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ମହାରାଜା ଅଗ୍ରସେନଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ
କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ମହାରାଜା ଅଗ୍ରସେନ ଜୀଙ୍କ
ଜୟନ୍ତୀ ଅବସରରେ ତାଙ୍କୁ ସାଦର ପ୍ରଣାମ ଏବଂ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ସମାଜସେବା
ଓ ପରୋପକାର ପ୍ରତି ତାଙ୍କର ଆଦର୍ଶ ଆଜି ମଧ୍ୟ ସମାଜକୁ ପ୍ରେରଣା ଯୋଗାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା