ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଓ ବିଧାୟକଙ୍କୁ ଦିଲ୍ଲୀ ଡକରା
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଓ ବିଧାୟକଙ୍କୁ ଦିଲ୍ଲୀ ଡକରା । ଆଜି ଦିଲ୍ଲୀ ପହଞ୍ଚିବାକୁ ନିର୍ଦ୍ଦେଶ ଥିବା କହିଛନ୍ତି ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି ଯେ, ପିସିସି ସଭାପତିଙ୍କ ସହ ସମସ୍ତ ବିଧାୟକ ଓ ବରିଷ୍ଠ ନେତା ଆଜି ଦିଲ୍ଲୀ ଯିବେ ।
ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଓ ବିଧାୟକଙ୍କୁ ଦିଲ୍ଲୀ ଡକରା


ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)-

ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଓ ବିଧାୟକଙ୍କୁ ଦିଲ୍ଲୀ ଡକରା । ଆଜି ଦିଲ୍ଲୀ ପହଞ୍ଚିବାକୁ

ନିର୍ଦ୍ଦେଶ ଥିବା କହିଛନ୍ତି ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି ଯେ, ପିସିସି ସଭାପତିଙ୍କ ସହ

ସମସ୍ତ ବିଧାୟକ ଓ ବରିଷ୍ଠ ନେତା ଆଜି ଦିଲ୍ଲୀ ଯିବେ । ଇଣ୍ଡି ମେଣ୍ଟ ତରଫରୁ ଚାଲିଥିବା

ଆନ୍ଦୋଳନରେ ଯୋଗ ଦେବେ । କାଲି କାର୍ଯ୍ୟକ୍ରମରେ ରାଜ୍ୟର ୨୦୦ରୁ ଅଧିକ ନେତା ଯୋଗ ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande