୧୩ ଜୁଆଡି ଗିରଫ
ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ଆଜି ଖାରିଆଗୁଡା ଓ ଜରଡା ପୁଲିସ ମିଳିତ ଭାବେ ବେଲପଡାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ସେଠାରୁ ୮ ଜଣ ଜୁଆଡିଙ୍କୁ ଗିରଫ କରିଛି। ସେହିପରି ଜରଡା ପୁଲିସ ଟିମ୍ ପାତ୍ରପୁର ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିଛି ।
୧୩ ଜୁଆଡି ଗିରଫ


ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ଆଜି ଖାରିଆଗୁଡା ଓ ଜରଡା ପୁଲିସ ମିଳିତ ଭାବେ ବେଲପଡାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ସେଠାରୁ ୮ ଜଣ ଜୁଆଡିଙ୍କୁ ଗିରଫ କରିଛି।

ସେହିପରି ଜରଡା ପୁଲିସ ଟିମ୍ ପାତ୍ରପୁର ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୦ ହଜାର ଟଙ୍କା, ୪ଟି ମୋବାଇଲ ଓ ୫ଟି ବାଇକ୍ ଜବତ କରିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande