
ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ଇନଷ୍ଟାଗ୍ରାମରେ ପରିଚୟ ପରେ ଉଜ୍ଜଳେଶ୍ଵର ମନ୍ଦିରକୁ ନେଇ ଶୋଷଣ, ପରେ ୬ ହଜାର ଓ ପରେ ଏପ୍ରିଲ ୨୦୨୬ରେ ଏକାଠି ରହିବା ପ୍ରତିଶ୍ରୁତି ଦେଇ ୩ ଲକ୍ଷ ଟଙ୍କା ଓ ମୋବାଇଲ ନେଇ ଫେରାଇ ନଥିବା ଅଭିଯୋଗରେ ଯୁବକ ଗିରଫ। କେସ ୨୨୬/୧୦.୧୦.୨୬ ମାମଲାରେ ଅଭିଯୁକ୍ତ କହ୍ନେଇ ମହାନ୍ତି (୨୬), ଭ୍ରମରପୁରପଲ୍ଲୀକୁ ପୋଲିସ ଗତକାଲି ଗିରଫ କରି ଦିଗପହଣ୍ଡି ଜେ.ଏମ.ଏଫ.ସି. କୋର୍ଟକୁ ଚାଲାଣ କରିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ