ଅପମିଶ୍ରିତ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଜଵତ
ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ସହରର ଵଡଵଜାର ଥାନା ପ୍ରହ୍ଲାଦ ନଗର ଓ ଲକ୍ଷ୍ମୀ ନୃସିଂହ ସାହିରେ ଥିଵା ଦୁଇଟି ଅପମିଶ୍ରିତ ଓ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ମିଲରେ ଚଢଉ କରିଵା ସହ ପୁଲିସ ବହୁ ପରିମାଣରେ ତଥା ପ୍ରାୟ ୩୦ ହଜାର କ୍ଵିଣ୍ଟାଲ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ପୁଲିସ ଜବତ କରି
ଅପମିଶ୍ରିତ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଜଵତ


ଗଞ୍ଜାମ, ୧୨ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ସହରର ଵଡଵଜାର ଥାନା ପ୍ରହ୍ଲାଦ ନଗର ଓ ଲକ୍ଷ୍ମୀ ନୃସିଂହ ସାହିରେ ଥିଵା ଦୁଇଟି ଅପମିଶ୍ରିତ ଓ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ମିଲରେ ଚଢଉ କରିଵା ସହ ପୁଲିସ ବହୁ ପରିମାଣରେ ତଥା ପ୍ରାୟ ୩୦ ହଜାର କ୍ଵିଣ୍ଟାଲ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ପୁଲିସ ଜବତ କରିଛି। ଏହି ଗୁଣ୍ଡ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ ବ୍ରହ୍ମପୁର ସହରରେ କମ୍ ଦରରେ ବିକ୍ରୀ କରାଯାଉଛି। ପୁଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande