ରାଣୀତାଲ ପାଇଁ ଗୌରବ ଆଣିଲେ ସୁଜିତ
ଭଦ୍ରକ, ୧୨ ଅକ୍ଟୋବର (ହି.ସ.) - ଆଜି ପ୍ରକାଶ ପାଇଛି ପଠାଣି ସାମନ୍ତ ଗଣିତ ମେଧାବୃତି ପରୀକ୍ଷା ଫଳ। ଜଗଦଳପୁର ୟୁ ଜି ଏମ ଇ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ସୁଜିତ କୁମାର ସାହୁ ଭଦ୍ରକ ବ୍ଲକର ତୃତୀୟ ସ୍ଥାନ ଅଧିକାର କରିବା ସହ ରାଣୀତାଲ ଅଂଚଳ ପାଇଁ ଗୌରବ ଆଣିଛନ୍ତି। ଜଗଦଳପୁରର ବାଇଧର ସାହୁ ଓ ଭଗବତୀ
RANITAL GOURAV SUJIT


ଭଦ୍ରକ, ୧୨ ଅକ୍ଟୋବର (ହି.ସ.) - ଆଜି ପ୍ରକାଶ ପାଇଛି ପଠାଣି ସାମନ୍ତ ଗଣିତ ମେଧାବୃତି ପରୀକ୍ଷା ଫଳ। ଜଗଦଳପୁର ୟୁ ଜି ଏମ ଇ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ସୁଜିତ କୁମାର ସାହୁ ଭଦ୍ରକ ବ୍ଲକର ତୃତୀୟ ସ୍ଥାନ ଅଧିକାର କରିବା ସହ ରାଣୀତାଲ ଅଂଚଳ ପାଇଁ ଗୌରବ ଆଣିଛନ୍ତି। ଜଗଦଳପୁରର ବାଇଧର ସାହୁ ଓ ଭଗବତୀ ସାହୁଙ୍କ ଏକମାତ୍ର ପୁତ୍ର ସୁଜିତ ଗତବର୍ଷ ପଂଚମ ଶ୍ରେଣୀ ମେଧାବୃତି ପରୀକ୍ଷାରେ ମଧ୍ୟ କୃତକର୍ଯ୍ୟ ହୋଇଥିଲେ। ତାଙ୍କର ଏହି ସଫଳତା ପାଇଁ ରାଣୀତାଲ ସମ୍ବାଦ ସାହିତ୍ୟ ଘରର ସଭାପତି ଭାଗିରଥି ନାୟକ ଶୁଭେଚ୍ଛା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande