
କଟକ/ଭୁବନେଶ୍ୱର, ୧୨ ଅକ୍ଟୋବର (ହି.ସ) - କଟକ ମହାନଗର ନିଗମ ପକ୍ଷରୁ ସୋମବାର ଜନଶୁଣାଣି ଅନୁଷ୍ଠିତ ହୋଇଛି। ବିଭିନ୍ନ ୱାର୍ଡର ନାଗରିକମାନେ ନିଜର ସମସ୍ୟା ଓ ଅଭିଯୋଗ ଦାଖଲ କରିଛନ୍ତି। ମହାନଗର ନିଗମ ଅଧିକାରୀମାନେ ସେସବୁ ଗ୍ରହଣ କରି, ଏହାର ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ନେଇ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା