ଡକ୍ଟର ରାମ ମନୋହର ଲୋହିଆଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଉପମୁଖ୍ୟମନ୍ତ୍ରୀ ଓ ସାଂସଦ
ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- ଡକ୍ଟର ରାମ ମନୋହର ଲୋହିଆଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଓ ସାଂସଦ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଡକ
ଲୋହିଆ


ଭୁବନେଶ୍ୱର, 12 ଅକ୍ଟୋବର (ହି.ସ.)- ଡକ୍ଟର ରାମ

ମନୋହର ଲୋହିଆଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ

ଓ ସାଂସଦ ।

ଏନେଇ ଏକ୍ସ ହ୍ୟାଣ୍ଡେଲରେ

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଡକ୍ଟର ରାମ ମନୋହର

ଲୋହିଆଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପ୍ରତି ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଭାରତର

ସ୍ୱାଧୀନତା ସଂଗ୍ରାମର ଜଣେ ପ୍ରମୁଖ ଯୋଦ୍ଧା ଏବଂ ସମାଜବାଦୀ ଚିନ୍ତାଧାରାର ଜଣେ ଅଗ୍ରଣୀ

ପ୍ରବକ୍ତା ଭାବେ, ସମାନତା, ମର୍ଯ୍ୟାଦା ଓ ସାମାଜିକ ପରିବର୍ତ୍ତନ ପାଇଁ ତାଙ୍କର ଆଜୀବନ ପ୍ରୟାସ ଦେଶର

ଗଣତାନ୍ତ୍ରିକ ଯାତ୍ରାରେ ଏକ ଚିରସ୍ମରଣୀୟ ଅଧ୍ୟାୟ ହୋଇ ରହିଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ

ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଖର ସମାଜବାଦୀ ଚିନ୍ତକ ଡକ୍ଟର ରାମ ମନୋହର

ଲୋହିଆଜୀଙ୍କ ପୁଣ୍ୟତିଥିରେ ତାଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି। ସାମାଜିକ ସଶକ୍ତୀକରଣକୁ ନେଇ

ତାଙ୍କର ବିଚାରଧାରା ସର୍ବଦା ସମାଜକୁ ଜନକଲ୍ୟାଣର ପଥରେ ଆଗେଇ ଚାଲିବା ପାଇଁ ପ୍ରେରଣା

ଦେଇଚାଲିଥିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande