ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ଓ ଛୁରୀରେ ଆକ୍ରମଣ କରି ଅଭିଯୁକ୍ତ ଗିରଫ
ଗଞ୍ଜାମ, ୧୩ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ସେଲ୍ସ ଟ୍ୟାକ୍ସ ଛକ ନିକଟରେ ଜନୈକା ମହିଳାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେବା ସହ ଗାଡି ଚାବି ଛଡ଼ାଇ ନେବା ଓ ଛୁରୀରେ ଆକ୍ରମଣ କରି ଆହତ କରିଛନ୍ତି ଅଭିଯୁକ୍ତ । ଏ ସମ୍ପର୍କରେ ବୈଦ୍ୟନାଥପୁର ଥାନାରେ କେସ ୫୨୪/୨୬ ରେ ମାମଲା ରୁଜୁ ହେଵାସହ ଅଭିଯୁକ୍ତ ସନ୍ତୋଷ ରଥ
Qetyuu


ଗଞ୍ଜାମ, ୧୩ ଅକ୍ଟୋବର (ହି.ସ.)- ବ୍ରହ୍ମପୁର ସେଲ୍ସ ଟ୍ୟାକ୍ସ ଛକ ନିକଟରେ ଜନୈକା ମହିଳାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେବା ସହ ଗାଡି ଚାବି ଛଡ଼ାଇ ନେବା ଓ ଛୁରୀରେ ଆକ୍ରମଣ କରି ଆହତ କରିଛନ୍ତି ଅଭିଯୁକ୍ତ ।

ଏ ସମ୍ପର୍କରେ ବୈଦ୍ୟନାଥପୁର ଥାନାରେ କେସ ୫୨୪/୨୬ ରେ ମାମଲା ରୁଜୁ ହେଵାସହ ଅଭିଯୁକ୍ତ ସନ୍ତୋଷ ରଥକୁ ପୁଲିସ ଗିରିଫ କରି କୋର୍ଟଚାଲାଣ କରିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande