ବିନା ହିଂସାରେ ଶାନ୍ତିଶୃଙ୍ଖଳାରେ ମତଦାନ କରିବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାମନ୍ତ୍ରୀଙ୍କ ଅପିଲ
ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ । ଏହାପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଶାନ୍ତିଶୃଙ୍ଖଳାରେ ମତଦାନ କରିବାକୁ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ବିଭିନ୍ନ
ବିନା ହିଂସାରେ     ଶାନ୍ତିଶୃଙ୍ଖଳାରେ ମତଦାନ କରିବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାମନ୍ତ୍ରୀଙ୍କ ଅପିଲ


ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ଆସନ୍ତାକାଲି

ଛାତ୍ର ସଂସଦ ନିର୍ବାଚନ । ଏହାପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଶାନ୍ତିଶୃଙ୍ଖଳାରେ

ମତଦାନ କରିବାକୁ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।

ସେ କହିଛନ୍ତି ଯେ, ଯେଉଁମାନେ

ବିଭିନ୍ନ ପୋଷ୍ଟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ସେମାନଙ୍କୁ ଶୁଭେଚ୍ଛା । ବିନା ହିଂସାରେ

ଶାନ୍ତିଶୃଙ୍ଖଳାରେ ମତଦାନ କରିବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ସୂର୍ଯ୍ୟବଂଶୀ

ସୂରଜ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande