ଥାନା ଅଧିକାରୀଙ୍କୁ ସମର୍ଦ୍ଧନା
ମାଲକାନଗିରି , ୧୫ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ଜଳବିଦ୍ୟୁତ କେନ୍ଦ୍ର ପକ୍ଷରୁ ଓର୍କେଲ ଥାନା ଅଧିକାରୀ ରିଗୋନ କିଣ୍ଡୋଙ୍କୁ ଆଜି ସମର୍ଦ୍ଧତ କରାଯାଇଛି।ଜଳ ବିଦ୍ୟୁତ କେନ୍ଦ୍ର ସୁରକ୍ଷା ଅତି ସୁନ୍ଦର ଭାବରେ ପରିଚାଳିନା ପାଇଁ ଶ୍ରୀ କିଣ୍ଡୋଙ୍କୁ ଜଳ ବିଦ୍ୟୁତ କେନ୍ଦ୍ରର ପ୍
ଥାନା ଅଧିକାରୀଙ୍କୁ ସମର୍ଦ୍ଧନା


ମାଲକାନଗିରି , ୧୫ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ଜଳବିଦ୍ୟୁତ କେନ୍ଦ୍ର ପକ୍ଷରୁ ଓର୍କେଲ ଥାନା ଅଧିକାରୀ ରିଗୋନ କିଣ୍ଡୋଙ୍କୁ ଆଜି ସମର୍ଦ୍ଧତ କରାଯାଇଛି।ଜଳ ବିଦ୍ୟୁତ କେନ୍ଦ୍ର ସୁରକ୍ଷା ଅତି ସୁନ୍ଦର ଭାବରେ ପରିଚାଳିନା ପାଇଁ ଶ୍ରୀ କିଣ୍ଡୋଙ୍କୁ ଜଳ ବିଦ୍ୟୁତ କେନ୍ଦ୍ରର ପ୍ରକଳ୍ପ ମୁଖ୍ୟ ଇ. ଦୁର୍ଗା ପ୍ରସାଦ ପଟ୍ଟନାୟକ, ମାନବ ସମ୍ବଳ ଅଧିକାରୀ ଦୁର୍ଗା ପ୍ରସାଦ ନାୟକ, ବରିଷ୍ଠ ସାମ୍ୱାଦିକ ତଥା ବାଲିମେଳା ପାୱାର ପ୍ରୋଜେକ୍ଟ ଏମ୍ପ୍ଲଇଜ ସଙ୍ଘର ଉପଦେଷ୍ଟା ଦେବ ପ୍ରସାଦ ଦାସ, ସଙ୍ଘର ସଭାପତି ପ୍ରବୀର ଦାଶ , ସମ୍ପାଦକ ସନ୍ତୋଷ ପଣ୍ଡା,କେ. ମୋହନ ରାଓ ଙ୍କ ଉପସ୍ଥିତ ରେ ସଂମାନିତ କରାଯାଇଥିଲା। ଏଥି ସହିତ ଆଗକୁ କିପରି ଶୃଙ୍ଖଳିତ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande