ସୃଷ୍ଟିଶ୍ରୀ ପ୍ରଧାନ ସଭାନେତ୍ରୀ, ସାଧାରଣ ସମ୍ପାଦକ ରୋଜାଲି ମହାକୁଡବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ ରେ ନିର୍ବାଚିତ
ବଲାଙ୍ଗିର, 15 ଅକ୍ଟୋବର (ହି.ସ.) ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ ର ଆଜି ଅନୁଷ୍ଟିତ ନିର୍ବାଚନ ରେ ଭୋଟ ଗଣତି ପରେ ଅଧିକ ମତ ପାଇଥିବା ଛାତ୍ର ସଂସଦ ନିର୍ବାଚନରେ ସଭାପତି ରୂପେ ସୃଷ୍ଟିଶ୍ରୀ ପ୍ରଧାନ ସଭାନେତ୍ରୀ, ଉପ ସଭାନେତ୍ରୀ ଲଭଲି ପଟେଲ, ସାଧାରଣ ସମ୍ପାଦକ ରୋଜାଲି ମହାକୁଡ, ଡେ ସ୍କଲା
ସୃଷ୍ଟିଶ୍ରୀ ପ୍ରଧାନ ସଭାନେତ୍ରୀ, ସାଧାରଣ ସମ୍ପାଦକ  ରୋଜାଲି ମହାକୁଡବଲାଙ୍ଗିର  ସରକାରୀ ମହିଳା ମହାବିଦ୍ୟାଳୟ ରେ ନିର୍ବାଚିତ


ବଲାଙ୍ଗିର, 15 ଅକ୍ଟୋବର (ହି.ସ.) ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ ର ଆଜି ଅନୁଷ୍ଟିତ ନିର୍ବାଚନ ରେ ଭୋଟ ଗଣତି ପରେ ଅଧିକ ମତ ପାଇଥିବା ଛାତ୍ର ସଂସଦ ନିର୍ବାଚନରେ ସଭାପତି ରୂପେ ସୃଷ୍ଟିଶ୍ରୀ ପ୍ରଧାନ ସଭାନେତ୍ରୀ, ଉପ ସଭାନେତ୍ରୀ ଲଭଲି ପଟେଲ, ସାଧାରଣ ସମ୍ପାଦକ ରୋଜାଲି ମହାକୁଡ, ଡେ ସ୍କଲାର ଏସୋସିଏଶନର ସମ୍ପାଦକ ଶ୍ରୁତି ରେଖା ସାଇ ଅଧିକ ମତ ପାଇ ନିର୍ବାଚିତ ହୋଇ ଛନ୍ତି . ନିର୍ବାଚିତ ପ୍ରାର୍ଥନା ମାନେ ଆଗାମୀ କାଲି 16 ଅକ୍ଟୋବର 2026 ଦିନ ସପଥ ଗ୍ରହଣ କରିବେ ବୋଲି କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି.

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande