ଆଙ୍ଗନ କା ଉତ୍ସଵରେ ହୋଇଥିବା ଖର୍ଚ୍ଚ ଟଙ୍କା ଆସିଯାଇ ଥିବାରୁ ଶେରଗଡ ଅଙ୍ଗନବାଡି କର୍ମୀମାନେ ଆଶ୍ଵସ୍ତ
ଗଞ୍ଜାମ, ୧୭ ଅକ୍ଟୋବର (ହି.ସ.)- ପୋଷଣ ମାସରେ ଶେରଗଡ ବ୍ଲକ ର ପ୍ରତ୍ୟକ ଅଙ୍ଗନବାଡି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ତିନି ଦିନିଆ ଆଙ୍ଗନା କା ଉତ୍ସଵରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ଏ ମଧ୍ଧରେ ଆସିଯାଇଛି ବୋଲି ସିଡ଼ିପିଓ ମମତାଞ୍ଜଳି ପଣ୍ଡା ସୂଚନା ଦେଵାସହ ଖୁଵ୍ ଶୀଘ୍ର ତଥା ଦଶହରା ପୂଜା ପରେ ପ୍ରତ
ଆଙ୍ଗନ କା ଉତ୍ସଵରେ ହୋଇଥିବା ଖର୍ଚ୍ଚ ଟଙ୍କା ଆସିଯାଇ ଥିବାରୁ ଶେରଗଡ ଅଙ୍ଗନବାଡି କର୍ମୀମାନେ ଆଶ୍ଵସ୍ତ


ଗଞ୍ଜାମ, ୧୭ ଅକ୍ଟୋବର (ହି.ସ.)- ପୋଷଣ ମାସରେ ଶେରଗଡ ବ୍ଲକ ର ପ୍ରତ୍ୟକ ଅଙ୍ଗନବାଡି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ତିନି ଦିନିଆ ଆଙ୍ଗନା କା ଉତ୍ସଵରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ଏ ମଧ୍ଧରେ ଆସିଯାଇଛି ବୋଲି ସିଡ଼ିପିଓ ମମତାଞ୍ଜଳି ପଣ୍ଡା ସୂଚନା ଦେଵାସହ ଖୁଵ୍ ଶୀଘ୍ର ତଥା ଦଶହରା ପୂଜା ପରେ ପ୍ରତ୍ୟକ ଅଙ୍ଗନବାଡି କର୍ମୀଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି। ଫଳରେ ଅଙ୍ଗନବାଡି କର୍ମୀମାନେ ଏଥିରେ ଆଶ୍ୱସ୍ତ ହେବାସହ ସିଡ଼ିପିଓଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande