
ଗଞାମ, 18 ଅକ୍ଟୋବର (ହି.ସ.)
: ମାଡ଼ମାରିଵାଦୋକାନଭଙ୍ଗାରୁଜା ଓ ଧମକ ଅଭିଯୋଗରେ ୩ ଗିରଫ*
ଗଞ୍ଜାମ ୧୮ଅକ୍ଟୋବର(ହିସ)
* ୧୮.୧୦.୨୬ -* ଦେଙ୍ଗାପଦର ହରିଜନ ସାହିରେ ଗୋଟିଏ ଦୋକାନରେ ଭଙ୍ଗାରୁଜା ଓ ମାଡ଼ ଘଟଣାରେ ସଦର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି।
*ଅଭିଯୁକ୍ତମାନେ ହେଲେ
ସମସ୍ତେ ଦେଙ୍ଗାପଦର, ହରିଜନ ସାହି, ସଦର ଥାନା ଅଞ୍ଚଳର।
. ତ୍ରିପତି ନାୟକ @ ମୁନା (୧୮), ପିତା ସୁଦାମ ନାୟକ
କୃଷ୍ଣ ନାୟକ (୨୦), ପିତା ଦିଲି ନାୟକ
କାହ୍ନୁ ନାୟକ (୨୩), ପିତା ନାରଦ ନାୟକ
ଗତ
୍
ତା ୧୬.୧୦.୨୬ ରାତି ୮ଟାରେ ଅଭିଯୁକ୍ତ ତ୍ରିପତି ନାୟକ ଅଭିଯୋଗକାରିଣୀଙ୍କ ଦୋକାନକୁ ଆସି ବାକିରେ ଜିନିଷ ମାଗିଥିଲା, ଦୋକାନୀର ପୁଅ ମନା କରିଥିଲେ। ପରେ ୩ ଜଣ ଫେରି ଅଶ୍ଳୀଳ ଭାଷାରେ ଗାଳି ଦେଇ ପୁଅକୁ ମୁଥ-ଲାତରେ ମାଡ଼ ମାରିଥିଲେ। ଜେଜେ ଅଟକାଇବାକୁ ଆସିବାରୁ ତାଙ୍କ ହାତକୁ ଧାରୁଆ ଅସ୍ତ୍ରରେ ଆଘାତ କରିଥିଲେ। ଅଭିଯୋଗକାରିଣୀଙ୍କୁ ମଧ୍ୟ ଧକ୍କା ଦେଇ ଦୋକାନ ଭଙ୍ଗାରୁଜା କରି ପରିବାରକୁ ଧମକ ଦେଇଥିଲେ।
*। ୩ ଅଭିଯୁକ୍ତଙ୍କୁ ୧୭.୧୦.୨୬ ରାତି ୯:୩୦ରେ ଗିରଫ କରି ଆଜି ୧୮.୧୦.୨୬ରେ କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ଜାରି ଅଛି। ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ