ମାଁ ଦନ୍ତେଶ୍ୱରୀଙ୍କ ନବଦିନାତ୍ମକ ଯାତ୍ରା ଓ ନୂଆଁଖାଇ ଭେଟଘାଟରେ ସାମିଲ ହେଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୧୮ ଅକ୍ଟୋବର (ହି.ସ.)- ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରବିବାର ନବରଙ୍ଗପୁର ଜିଲ୍ଲା ଧାମନାଗୁଡ଼ାରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ପକ୍ଷରୁ ଆୟୋଜିତ ମାଁ ଦନ୍ତେଶ୍ୱରୀଙ୍କ ନବଦିନାତ୍ମକ ଯାତ୍ରା ଓ ନୂଆଁଖାଇ ଭେଟଘାଟରେ ସାମିଲ ହୋଇଥିଲେ। ଏହି ଯାତ୍ରା ଭତରା ସମାଜର ସଂସ୍କୃତି ଓ ଏକତ
thytj


ଭୁବନେଶ୍ୱର,୧୮ ଅକ୍ଟୋବର (ହି.ସ.)- ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରବିବାର ନବରଙ୍ଗପୁର ଜିଲ୍ଲା ଧାମନାଗୁଡ଼ାରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ପକ୍ଷରୁ ଆୟୋଜିତ ମାଁ ଦନ୍ତେଶ୍ୱରୀଙ୍କ ନବଦିନାତ୍ମକ ଯାତ୍ରା ଓ ନୂଆଁଖାଇ ଭେଟଘାଟରେ ସାମିଲ ହୋଇଥିଲେ। ଏହି ଯାତ୍ରା ଭତରା ସମାଜର ସଂସ୍କୃତି ଓ ଏକତାକୁ ସମ୍ମାନ ଜଣାଇବାର ଏହା ଏକ ସୁନ୍ଦର ପର୍ବ। ଏହି ଅବସରରେ ମା' ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ସହିତ ଉପସ୍ଥିତ ସମସ୍ତ ଭାଇ ଭଉଣୀ ମାନଙ୍କୁ ନୂଆଁଖାଇ ଜୁହାର ଜଣାଇ ନିଜର ଅଭିଭାଷଣ ରଖିଥିଲେ ଗଣଶିକ୍ଷା ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande