ଧୋଡ୍ରାପାରା ଓ ଭଇଁସାଡିହିରେ ମା ମହାମାୟାଙ୍କ ଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ଧୋଡ୍ରାପାରା ଓ ଭଇଁସାଡିହିରେ ମା ମହାମାୟାଙ୍କ ଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ମନ୍ତ୍ରୀ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ ଏକ ବାର୍ତ୍
ନିତ୍ୟାନନ୍ଦ ଗଣ୍ଡ


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ଧୋଡ୍ରାପାରା

ଓ ଭଇଁସାଡିହିରେ ମା ମହାମାୟାଙ୍କ ଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଏହି ଅବସରରେ ମନ୍ତ୍ରୀ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମନ୍ତ୍ରୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ରାଇଘର ବ୍ଲକ ଅନ୍ତର୍ଗତ ଧୋଡ୍ରାପାରା

ଓ ଭଇଁସାଡିହିରେ ମା ମହାମାୟାଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି। ମା'ଙ୍କ ଦର୍ଶନ କରି ଅପୂର୍ବ ଶାନ୍ତି ମିଳିଛି। ମା'ଙ୍କ ଚରଣରେ ପ୍ରାର୍ଥନା, ସମସ୍ତଙ୍କୁ ସୁସ୍ଥ, ସୁଖୀ ଓ ନିରାପଦ ରଖନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande