ଉତ୍କଳ ରତ୍ନ ବିଶ୍ୱନାଥ ମିଶ୍ରଙ୍କୁ ନମନ କଲେ ଆଇନ ମନ୍ତ୍ରୀ
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ଉତ୍କଳ ରତ୍ନ ବିଶ୍ୱନାଥ ମିଶ୍ରଙ୍କୁ ନମନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଓଡ଼ିଶାର ଗୌରବ ଓ ଉତ୍କଳର ମାଟିର ଗର୍ବ ଉତ୍କଳ ରତ୍ନ ବିଶ୍ୱ
ବିଶ୍ୱନାଥ


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ଉତ୍କଳ ରତ୍ନ

ବିଶ୍ୱନାଥ ମିଶ୍ରଙ୍କୁ ନମନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଅବସରରେ

ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଓଡ଼ିଶାର ଗୌରବ ଓ ଉତ୍କଳର

ମାଟିର ଗର୍ବ ଉତ୍କଳ ରତ୍ନ ବିଶ୍ୱନାଥ ମିଶ୍ରଙ୍କୁ ଶ୍ରଦ୍ଧାପୂର୍ଣ୍ଣ ନମନ। ତାଙ୍କର ଅବଦାନ ଓ

ସ୍ମୃତି ଆମ ପାଇଁ ସଦା ସ୍ମରଣୀୟ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande