କୋଟିଆରେ ଆନ୍ଧ୍ରର ଉଦ୍ୟମକୁ ପ୍ରତିହତ କରିବାକୁ ଚେଷ୍ଟା କରୁଛୁ - ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର,୧୮ ଅକ୍ଟୋବର (ହି.ସ.)- କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କୋଟିଆ ଓଡ଼ିଶାର, ଆନ୍ଧ୍ରର ଉଦ୍ୟମକୁ ପ୍ରତିହତ କରିବାକୁ ଚେଷ୍ଟା କରୁଛୁ। ୨୮ରେ ନିର୍ବାଚନ ଥିବାରୁ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କୁ ନଜର ରଖିବାକୁ
suresh pujari


ଭୁବନେଶ୍ୱର,୧୮ ଅକ୍ଟୋବର (ହି.ସ.)- କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କୋଟିଆ ଓଡ଼ିଶାର, ଆନ୍ଧ୍ରର ଉଦ୍ୟମକୁ ପ୍ରତିହତ କରିବାକୁ ଚେଷ୍ଟା କରୁଛୁ। ୨୮ରେ ନିର୍ବାଚନ ଥିବାରୁ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କୁ ନଜର ରଖିବାକୁ କହିଛୁ। ସୁବିଧା ସୁଯୋଗ କୋଟିଆବାସୀଙ୍କୁ ସରକାର ଯୋଗାଇ ଦେଇଛନ୍ତି। ପୂର୍ବରୁ ସରକାର କୋଟିଆରେ ପହଂଚୁ ନଥିଲେ, ସେତେବେଳେ ଆନ୍ଧ୍ର ମାଉସୀ ହେଉଥିଲା। ଏବେ ମା ଆସିଗଲା, ମାଉସୀ ଆବଶ୍ୟକ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande