

ବଲାଙ୍ଗିର, 21 ଅକ୍ଟୋବର (ହି.ସ.) ଚଳିତ ପାର୍ବଣ ଋତୁରେ ବଲାଙ୍ଗିର ସହରର ବିଭିନ୍ନ ପୂଜା ମଣ୍ଡପ ଯଥା ମେଟାକାନି ଛକ, ପଥେଇଗୁଡି, ରେଲୱେ କଲୋନି, ରିଜର୍ଭ ପୋଲିସ, ତୁଳସିନଗର, ସାଗରପଡା, ପେଲେସଲାଇନ, ଅଫିସର କଲୋନି, ରାଜେନ୍ଦ୍ରପଡା, କଲେଜଛକ, ଶାନ୍ତିପଡା, ତାଲପାଲିପଡା, ଠିକାଦାରପଡା , ସରକାରୀ ବସଷ୍ଟାଣ୍ଡ, ରୁଗୁଡିପଡା, ଲ କଲେଜ, ପୁରୁଣା ରାଜବାଟି, ବିକ୍ରମ ଛକ, ଦୁର୍ଗା ମନ୍ଦିର, ଗାନ୍ଧୀନଗରପଡା, ଜଗନ୍ନାଥପଡା, ଜେଲ କଲୋନି, ମଙ୍ଗଳା ମନ୍ଦିର, ରାଧାରାଣିପଡା, କ୍ଲବପଡା ପ୍ରଭୃତି ପୂଜା ମଣ୍ଡପ ବୁଲି ଜଗତଜନନୀ ମାଁ ଦୁର୍ଗାଙ୍କର ଆଶିର୍ବାଦ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ସମାଜସେବୀ ବ୍ୟାସଦେବ ନନ୍ଦ, ଜିଲ୍ଲା କୃଷକ ସଂଘ ସଭାପତି ସାନନ୍ଦ ମିଶ୍ର, ସମୀର କୁମ୍ଭାର,ଲୋପନ ମିଶ୍ର, ଅଙ୍କିତ ସାହୁୁ, ଚିନ୍ମୟ ବେହେରା, ସୋହନ ନାଏକ, ଆଦର୍ଶ ତ୍ରିପାଠି, ରଶ୍ମି ରଂଜନ ପ୍ରଧାନ, ଅମିତାବ ତ୍ରିପାଠି, ସ୍ୱାଗତ ପଟ୍ଟନାୟକ, ଶୁଭସୈାମେନ୍ଦ୍ର ସ୍ୱାଇ, ଆଶୁତୋଷ ମିଶ୍ର, ଅମିୟ ବଗର୍ତ୍ତି ପ୍ରମୁଖ ସାମିଲ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ