ପୋଲିସ ସହିଦ ସ୍ମୃତି ଦିବସରେ ପୋଲିସ କର୍ମଚାରୀମାନଙ୍କ ସାହସକୁ ସମ୍ମାନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)- ପୋଲିସ ସହିଦ ସ୍ମୃତି ଦିବସରେ ପୋଲିସ କର୍ମଚାରୀମାନଙ୍କ ସାହସକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୋଲିସ ସ୍ମୃତି ଦିବସ ଅବସରରେ, ଆମେ ଆମର ସାହସୀ ପୋଲିସ କର୍
ପୋଲିସ


ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)- ପୋଲିସ ସହିଦ

ସ୍ମୃତି ଦିବସରେ ପୋଲିସ କର୍ମଚାରୀମାନଙ୍କ ସାହସକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୋଲିସ ସ୍ମୃତି

ଦିବସ ଅବସରରେ, ଆମେ ଆମର ସାହସୀ ପୋଲିସ କର୍ମଚାରୀମାନଙ୍କ ସାହସ, ନିଷ୍ଠା ଏବଂ ଜନସେବା ପ୍ରତି ଅତୁଟ ପ୍ରତିବଦ୍ଧତାକୁ ସମ୍ମାନର

ସହ ସ୍ମରଣ କରୁଛୁ। ସେମାନଙ୍କର ବଳିଦାନ ଓ ନିରନ୍ତର ପରିଶ୍ରମ ଆମ ନାଗରିକମାନଙ୍କ ସୁରକ୍ଷା

ସୁନିଶ୍ଚିତ କରିବା ସହ ଆଇନର ଶାସନକୁ ବଜାୟ ରଖିଛି। ସେମାନଙ୍କର ଅମୂଲ୍ୟ ସେବା ଓ ବଳିଦାନ ପାଇଁ

ସମଗ୍ର ଦେଶ ସେମାନଙ୍କ ନିକଟରେ ଚିରକୃତଜ୍ଞ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande