
ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)- ଆଜାଦ ହିନ୍ଦ
ଫୌଜର ପ୍ରତିଷ୍ଠା ଦିବସରେ ସୁଭାଷ ବୋଷଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜାଦ ହିନ୍ଦ
ଫୌଜର ପ୍ରତିଷ୍ଠା ଦିବସରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଆଜାଦ ହିନ୍ଦ ଫୌଜର ବୀର
ସୈନିକମାନଙ୍କୁ ଭକ୍ତିପୂତ ପ୍ରଣାମ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା