
ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)- ପୋଲିସ ଶହୀଦ
ସ୍ମୃତି ଦିବସ ଅବସରରେ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଜଂଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ
ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପୋଲିସ ଶହୀଦ
ସ୍ମୃତି ଦିବସ ଅବସରରେ ବୀର ଶହୀଦମାନଙ୍କ ପ୍ରତି
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି। ଦେଶର ସୁରକ୍ଷା ପାଇଁ ସେମାନଙ୍କ ତ୍ୟାଗ, ନିଷ୍ଠା ଓ ବଳିଦାନ ସର୍ବଦା ଚିରସ୍ମରଣୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା