ବ୍ରହ୍ମପୁର ପୋଲିସର ଧରପକଡ : ୫୨ ଜୁଆଡି ଗିରଫ
ଗଞ୍ଜାମ, ୨୨ ଅକ୍ଟୋବର (ହି.ସ.)- ଗତକାଲି ରାତିରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ୬ ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢଉ ହୋଇଛି। ୫୨ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ଵୈଦ୍ଯନାଥପୁର ଥାନା, ଟାଉନଥାନା, ସଦରଥାନା, ଗୋପାଳପୁର ଥାନା, କେ ନୂଆଗାଁ ଥାନା, ଦିଗପହଣ୍ଡି ଥାନାରେ ଏନେଇ ମୋଟ ୧୦ଟି
ବ୍ରହ୍ମପୁର ପୋଲିସର ଧରପକଡ : ୫୨ ଜୁଆଡି ଗିରଫ


ଗଞ୍ଜାମ, ୨୨ ଅକ୍ଟୋବର (ହି.ସ.)- ଗତକାଲି ରାତିରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ୬ ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢଉ ହୋଇଛି। ୫୨ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି।

ବ୍ରହ୍ମପୁର ଵୈଦ୍ଯନାଥପୁର ଥାନା, ଟାଉନଥାନା, ସଦରଥାନା, ଗୋପାଳପୁର ଥାନା, କେ ନୂଆଗାଁ ଥାନା, ଦିଗପହଣ୍ଡି ଥାନାରେ ଏନେଇ ମୋଟ ୧୦ଟି ମାମଲା ରୁଜ୍ଜୁ କରାଯିବା ସହିତ ୩୬ଟି ମୋବାଇଲ, ଗୋଟିଏ ବାଇକ୍ ଜବତ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande