ଗ୍ରୀନ୍ଫିଲ୍ଡ ଡାଟା ସେଂଟର ଉଦଘାଟନରେ ଯୋଗ ଦେବା ପାଇଁ ପ୍ରଭାତୀ ପରିଡାଙ୍କୁ ନିମନ୍ତ୍ରଣ
ଭୁବନେଶ୍ୱର, ୨୨ ଅକ୍ଟୋବର (ହି.ସ.)- ଆସନ୍ତା ଅକ୍ଟୋବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଜଟଣୀ ନିକଟସ୍ଥ ଇନ୍ଫୋ ଭ୍ୟାଲି- ୨ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗ୍ରୀନ୍ଫିଲ୍ଡ ଡାଟା ସେଂଟର ଏବଂ ଏଂଟରପ୍ରାଇଜ୍ କମ୍ପ୍ୟୁଟିଂ ଓ ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନ
fhjkgy


ଭୁବନେଶ୍ୱର, ୨୨ ଅକ୍ଟୋବର (ହି.ସ.)- ଆସନ୍ତା ଅକ୍ଟୋବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଜଟଣୀ ନିକଟସ୍ଥ ଇନ୍ଫୋ ଭ୍ୟାଲି- ୨ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗ୍ରୀନ୍ଫିଲ୍ଡ ଡାଟା ସେଂଟର ଏବଂ ଏଂଟରପ୍ରାଇଜ୍ କମ୍ପ୍ୟୁଟିଂ ଓ ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନର ଉଦ୍ଘାଟନ ହେବ ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆରବିଆଇର ଆଂଚଳିକ ନିର୍ଦ୍ଦେଶକ (ଓଡ଼ିଶା) ସିବି ମାଥ୍ୟୁସ୍ ଗୁରୁବାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande